2 Kings 17:11
ପୁଣି ସଠାେରେ ଥିବା ସମସ୍ତ ଉଚ୍ଚସ୍ଥଳୀମାନଙ୍କ ରେ ସଦାପ୍ରଭୁଙ୍କ ଦ୍ବାରା ବିତାଡିତ ହାଇେଥିବା ଦେଶୀଯମାନଙ୍କ ପରି ସମାନେେ ଧୂପ ଜଳାଇଲେ ଓ ସଦାପ୍ରଭୁଙ୍କ ବିରକ୍ତି ପାଇଁ ଦୁଷ୍କର୍ମ କଲେ।
2 Kings 17:11 in Other Translations
King James Version (KJV)
And there they burnt incense in all the high places, as did the heathen whom the LORD carried away before them; and wrought wicked things to provoke the LORD to anger:
American Standard Version (ASV)
and there they burnt incense in all the high places, as did the nations whom Jehovah carried away before them; and they wrought wicked things to provoke Jehovah to anger;
Bible in Basic English (BBE)
Burning their offerings in all the high places, as those nations did whom the Lord sent away from before them; they did evil things, moving the Lord to wrath;
Darby English Bible (DBY)
and there they burned incense on all the high places, as did the nations that Jehovah had carried away from before them, and they wrought wicked things to provoke Jehovah to anger;
Webster's Bible (WBT)
And there they burnt incense on all the high places, as did the heathen whom the LORD carried away before them; and wrought wicked things to provoke the LORD to anger:
World English Bible (WEB)
and there they burnt incense in all the high places, as did the nations whom Yahweh carried away before them; and they worked wicked things to provoke Yahweh to anger;
Young's Literal Translation (YLT)
and make perfume there in all high places, like the nations that Jehovah removed from their presence, and do evil things to provoke Jehovah,
| And there | וַיְקַטְּרוּ | wayqaṭṭĕrû | vai-ka-teh-ROO |
| they burnt incense | שָׁם֙ | šām | shahm |
| in all | בְּכָל | bĕkāl | beh-HAHL |
| places, high the | בָּמ֔וֹת | bāmôt | ba-MOTE |
| as did the heathen | כַּגּוֹיִ֕ם | kaggôyim | ka-ɡoh-YEEM |
| whom | אֲשֶׁר | ʾăšer | uh-SHER |
| Lord the | הֶגְלָ֥ה | heglâ | heɡ-LA |
| carried away | יְהוָ֖ה | yĕhwâ | yeh-VA |
| before | מִפְּנֵיהֶ֑ם | mippĕnêhem | mee-peh-nay-HEM |
| them; and wrought | וַֽיַּעֲשׂוּ֙ | wayyaʿăśû | va-ya-uh-SOO |
| wicked | דְּבָרִ֣ים | dĕbārîm | deh-va-REEM |
| things | רָעִ֔ים | rāʿîm | ra-EEM |
| to provoke | לְהַכְעִ֖יס | lĕhakʿîs | leh-hahk-EES |
| אֶת | ʾet | et | |
| the Lord | יְהוָֽה׃ | yĕhwâ | yeh-VA |
Cross Reference
ପ୍ରଥମ ରାଜାବଳୀ 13:1
ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।
ଦିତୀୟ ରାଜାବଳୀ 21:6
ମନଃଶି ଆପଣା ପୁତ୍ରକୁ ଅଗ୍ନି ରେ ଉତ୍ସର୍ଗ କଲେ। ସେ ଶୁଭଶୁଭ କହିବାର ବିଦ୍ଯା, ଗଣକତା, ୟାଦୁବିଦ୍ଯା, ଭୂତପ୍ ରତେ ଓ ଗୂଣୀଗା ରଡେି କାର୍ୟ୍ଯ ରେ ଅଭ୍ଯସ୍ତ ହେଲେ।
ଦିତୀୟ ବଂଶାବଳୀ 28:25
ଯିହୁଦାର ସମସ୍ତ ସହର ରେ ଅନ୍ୟ ଦବେତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ଯ ରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହସ୍ଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କର ବାଧ୍ଯ ହାଇେଥିଲେ, ସେ ତାଙ୍କୁ ଅତ୍ଯନ୍ତ କୋର୍ଧାନ୍ବିତ କଲେ।
ଗୀତସଂହିତା 78:56
କିନ୍ତୁ ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସମାନେେ ପରମେଶ୍ବରଙ୍କର ବାକ୍ଯ ପାଳନ କଲେ ନାହିଁ।
ଯିରିମିୟ 44:17
ଆମ୍ଭେ ନିଶ୍ଚିତ କରିବୁ ଯେ ହତେୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସମସ୍ତ ପଥରେ ଆମ୍ଭମାନେେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭମାନେେ ପଯେ ନବୈେଦ୍ଯ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭମାନେେ ଆମ୍ଭମାନେେ ପ୍ରଚୁର ଆହାର ପାଇଲୁ ଏବଂ ସୁଖ ରେ ଥିଲୁ। କୌଣସି ଅମଙ୍ଗଳ ଆମପ୍ରତି ଘଟି ନ ଥିଲା।