2 Kings 16:16 in Oriya

Oriya Oriya Bible 2 Kings 2 Kings 16 2 Kings 16:16

2 Kings 16:16
ଯାଜକ ଉରିଯ ରାଜା ଆହାସ୍ଙ୍କ ଆଜ୍ଞାନୁସାସର ସମସ୍ତ କାର୍ୟ୍ଯ କଲଲ।

2 Kings 16:152 Kings 162 Kings 16:17

2 Kings 16:16 in Other Translations

King James Version (KJV)
Thus did Urijah the priest, according to all that king Ahaz commanded.

American Standard Version (ASV)
Thus did Urijah the priest, according to all that king Ahaz commanded.

Bible in Basic English (BBE)
So Urijah the priest did everything as the king said

Darby English Bible (DBY)
And Urijah the priest did according to all that king Ahaz had commanded.

Webster's Bible (WBT)
Thus did Urijah the priest, according to all that king Ahaz commanded.

World English Bible (WEB)
Thus did Urijah the priest, according to all that king Ahaz commanded.

Young's Literal Translation (YLT)
And Urijah the priest doth according to all that king Ahaz commanded.

Thus
did
וַיַּ֖עַשׂwayyaʿaśva-YA-as
Urijah
אֽוּרִיָּ֣הʾûriyyâoo-ree-YA
the
priest,
הַכֹּהֵ֑ןhakkōhēnha-koh-HANE
all
to
according
כְּכֹ֥לkĕkōlkeh-HOLE
that
אֲשֶׁרʾăšeruh-SHER
king
צִוָּ֖הṣiwwâtsee-WA
Ahaz
הַמֶּ֥לֶךְhammelekha-MEH-lek
commanded.
אָחָֽז׃ʾāḥāzah-HAHZ

Cross Reference

ଦିତୀୟ ରାଜାବଳୀ 16:11
ତା'ପଲର ଯାଜକ ଉରିଯ ରାଜା ଆହାସ ଦମ୍ମଲଶକରୁ ପଠାଇଥିବା ୟଜ୍ଞବଲଦିର ନମୁନା ଅନୁସାଲର ଏକ ୟଜ୍ଞବଲଦି ନିର୍ମାଣ କଲଲ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:19
କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:29
ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:4
ପରମେଶ୍ବର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ବାସ କରି ସୁସମାଚାର କହିବା ଦାଯିତ୍ବ ଦଇେଥିବାରୁ ଆମ୍ଭେ ସୁସମାଚାର ପ୍ରଚାର କରୁଛୁ। ଅତଏବ ଯେତବେେଳେ ଆମ୍ଭେ କିଛି କହୁ ମନୁଷ୍ଯକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ବରଙ୍କୁ ଖୁସି କରିବା ଆମ୍ଭର ଉଦ୍ଦେଶ୍ଯ ଅଟେ। ପରମେଶ୍ବର ଆମ୍ଭର ହୃଦୟଗୁଡ଼ିକୁ ପରୀକ୍ଷା କରନ୍ତି।

ଯିହୂଦାଙ୍କ ପତ୍ର 1:11
ଏହା ସମାନଙ୍କେ ପାଇଁ ଖରାପ ଅଟେ। ଏହି ଲୋକମାନେ କଯିନର ପଥ ଅନୁସରଣ କରିଛନ୍ତି। ସମାନେେ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ବରଙ୍କ ବିରୁଦ୍ଧ ରେ ଆଚରଣ କରିଛନ୍ତି। କୋରହ ପରି ସମାନେେ ମଧ୍ଯ ଧ୍ବଂସ ହବେେ।