2 Kings 14:8
ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।
2 Kings 14:8 in Other Translations
King James Version (KJV)
Then Amaziah sent messengers to Jehoash, the son of Jehoahaz son of Jehu, king of Israel, saying, Come, let us look one another in the face.
American Standard Version (ASV)
Then Amaziah sent messengers to Jehoash, the son of Jehoahaz son of Jehu, king of Israel, saying, Come, let us look one another in the face.
Bible in Basic English (BBE)
Then Amaziah sent representatives to Jehoash, the son of Jehoahaz, son of Jehu, king of Israel, saying, Come, let us have a meeting face to face.
Darby English Bible (DBY)
Then Amaziah sent messengers to Jehoash the son of Jehoahaz, son of Jehu, king of Israel, saying, Come, let us look one another in the face.
Webster's Bible (WBT)
Then Amaziah sent messengers to Jehoash the son of Jehoahaz son of Jehu king of Israel, saying, Come, let us look one another in the face.
World English Bible (WEB)
Then Amaziah sent messengers to Jehoash, the son of Jehoahaz son of Jehu, king of Israel, saying, Come, let us look one another in the face.
Young's Literal Translation (YLT)
then hath Amaziah sent messengers unto Jehoash son of Jehoahaz, son of Jehu, king of Israel, saying, `Come, we look one another in the face.'
| Then | אָ֣ז | ʾāz | az |
| Amaziah | שָׁלַ֤ח | šālaḥ | sha-LAHK |
| sent | אֲמַצְיָה֙ | ʾămaṣyāh | uh-mahts-YA |
| messengers | מַלְאָכִ֔ים | malʾākîm | mahl-ah-HEEM |
| to | אֶל | ʾel | el |
| Jehoash, | יְהוֹאָ֨שׁ | yĕhôʾāš | yeh-hoh-ASH |
| son the | בֶּן | ben | ben |
| of Jehoahaz | יְהֽוֹאָחָ֧ז | yĕhôʾāḥāz | yeh-hoh-ah-HAHZ |
| son | בֶּן | ben | ben |
| of Jehu, | יֵה֛וּא | yēhûʾ | yay-HOO |
| king | מֶ֥לֶךְ | melek | MEH-lek |
| of Israel, | יִשְׂרָאֵ֖ל | yiśrāʾēl | yees-ra-ALE |
| saying, | לֵאמֹ֑ר | lēʾmōr | lay-MORE |
| Come, | לְכָ֖ה | lĕkâ | leh-HA |
| look us let | נִתְרָאֶ֥ה | nitrāʾe | neet-ra-EH |
| one another in the face. | פָנִֽים׃ | pānîm | fa-NEEM |
Cross Reference
ଦିତୀୟ ବଂଶାବଳୀ 25:17
ଯିହୁଦାର ରାଜା ଅମତ୍ସିଯ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହାପରେ ସେ ଇଶ୍ରାୟେଲର ରାଜା ୟୋଯାଶ୍ଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ୟିହୋଯାହସଙ୍କର ପୁତ୍ର ଥିଲେ। ଯିହାୟୋଦାରହସ ଯହେୂଙ୍କ ପୁତ୍ର ଥିଲେ। ଅମତ୍ସିଯ ୟୋଯାଶ୍ଙ୍କୁ କହିଲେ, ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭଟେିବା।
ଦିତୀୟ ଶାମୁୟେଲ 2:14
ଅବ୍ନର ଯୋୟାବକକ୍ସ୍ଟ କହିଲେ, ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।
ଦିତୀୟ ରାଜାବଳୀ 14:11
ମାତ୍ର ଅମତ୍ସିଯ ୟୋଯାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ୟୋଯାଶ ଓ ଅମତ୍ସିଯ ଯିହୁଦାର ବୈଥଶମେଶ ରେ ପରସ୍ପର ୟୁଦ୍ଧ ରେ ସମ୍ମୁଖୀନ ହେଲେ।
ହିତୋପଦେଶ 13:10
ଅହଙ୍କାରରୁ କବଳେ କଳି ଉତ୍ପନ୍ନ ହୁଏ। ମାତ୍ର ସୁପରାମର୍ଶ ଗ୍ରାହକଠା ରେ ଜ୍ଞାନ ଅଛି।
ହିତୋପଦେଶ 17:14
ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।
ହିତୋପଦେଶ 18:6
ମୂର୍ଖର କଥା ବିବାଦ ରେ ପ୍ରର୍ବତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।
ହିତୋପଦେଶ 20:18
ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।
ହିତୋପଦେଶ 25:8
ବିବାଦ କରିବାକୁ ହଠାତ୍ ବାହାରକୁ ୟାଅ ନାହିଁ। ଯଦି କହେି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତବେେ ତୁମ୍ଭେ ଲଜ୍ଜିତ ହବେ।