2 Kings 13:13 in Oriya

Oriya Oriya Bible 2 Kings 2 Kings 13 2 Kings 13:13

2 Kings 13:13
ୟୋଯାଶ୍ଙ୍କ ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ୟାରବିଯାମ ତାଙ୍କ ଅନ୍ତେ ସିଂହାସନ ରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇଶ୍ରାୟେଲର ରାଜାମାନଙ୍କ ସହିତ ଶମରିଯା ରେ କବର ପ୍ରାପ୍ତ ହେଲେ।

2 Kings 13:122 Kings 132 Kings 13:14

2 Kings 13:13 in Other Translations

King James Version (KJV)
And Joash slept with his fathers; and Jeroboam sat upon his throne: and Joash was buried in Samaria with the kings of Israel.

American Standard Version (ASV)
And Joash slept with his fathers; and Jeroboam sat upon his throne: and Joash was buried in Samaria with the kings of Israel.

Bible in Basic English (BBE)
And Joash went to rest with his fathers and Jeroboam took his place as king; and Joash was put into the earth in Samaria with the kings of Israel.

Darby English Bible (DBY)
And Joash slept with his fathers, and Jeroboam sat upon his throne; and Joash was buried in Samaria with the kings of Israel.

Webster's Bible (WBT)
And Joash slept with his fathers; and Jeroboam sat upon his throne: and Joash was buried in Samaria with the kings of Israel.

World English Bible (WEB)
Joash slept with his fathers; and Jeroboam sat on his throne: and Joash was buried in Samaria with the kings of Israel.

Young's Literal Translation (YLT)
And Joash lieth with his fathers, and Jeroboam hath sat on his throne, and Joash is buried in Samaria, with the kings of Israel.

And
Joash
וַיִּשְׁכַּ֤בwayyiškabva-yeesh-KAHV
slept
יוֹאָשׁ֙yôʾāšyoh-ASH
with
עִםʿimeem
fathers;
his
אֲבֹתָ֔יוʾăbōtāywuh-voh-TAV
and
Jeroboam
וְיָֽרָבְעָ֖םwĕyārobʿāmveh-ya-rove-AM
sat
יָשַׁ֣בyāšabya-SHAHV
upon
עַלʿalal
throne:
his
כִּסְא֑וֹkisʾôkees-OH
and
Joash
וַיִּקָּבֵ֤רwayyiqqābērva-yee-ka-VARE
was
buried
יוֹאָשׁ֙yôʾāšyoh-ASH
Samaria
in
בְּשֹׁ֣מְר֔וֹןbĕšōmĕrônbeh-SHOH-meh-RONE
with
עִ֖םʿimeem
the
kings
מַלְכֵ֥יmalkêmahl-HAY
of
Israel.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

ଦିତୀୟ ଶାମୁୟେଲ 7:12
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।

ପ୍ରଥମ ରାଜାବଳୀ 1:21
ତେଣୁ ଆପଣ ମୃତ୍ଯୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲାପରେ ମୁଁ ଓ ମାରେ ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହବେୁ।

ପ୍ରଥମ ରାଜାବଳୀ 2:10
ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।

ପ୍ରଥମ ରାଜାବଳୀ 11:31
ତତ୍ପରେ ଅହିଯ ୟାରବିଯାମଙ୍କୁ କହିଲା, ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, 'ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ଯ ଚିରିଦବୋ ତୁମ୍ଭକୁ ଦଶ ଗୋଷ୍ଠୀ ଦବୋ।

ଦିତୀୟ ରାଜାବଳୀ 14:28
ୟାରବିଯାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା, ସମସ୍ତ ପରାକ୍ରମ, ସେ କି ପ୍ରକାର ୟୁଦ୍ଧ କଲେ ଓ ଇଶ୍ରାୟେଲ ପାଇଁ ସେ କିପରି ଯିହୁଦାର ପୁର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।