2 Chronicles 17:3 in Oriya

Oriya Oriya Bible 2 Chronicles 2 Chronicles 17 2 Chronicles 17:3

2 Chronicles 17:3
ସଦାପ୍ରଭୁ ଯିହାଶାଫେଟ୍ଙ୍କ ସହିତ ଥିଲେ, କାରଣ ଯିହାଶାଫେଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ଯ ଉତ୍ତମ କର୍ମମାନ କରିଥିଲେ। ଯିହାଶାଫେଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ।

2 Chronicles 17:22 Chronicles 172 Chronicles 17:4

2 Chronicles 17:3 in Other Translations

King James Version (KJV)
And the LORD was with Jehoshaphat, because he walked in the first ways of his father David, and sought not unto Baalim;

American Standard Version (ASV)
And Jehovah was with Jehoshaphat, because he walked in the first ways of his father David, and sought not unto the Baalim,

Bible in Basic English (BBE)
And the Lord was with Jehoshaphat, because he went in the early ways of his father, not turning to the Baals,

Darby English Bible (DBY)
And Jehovah was with Jehoshaphat, for he walked in the first ways of his father David, and sought not unto the Baals;

Webster's Bible (WBT)
And the LORD was with Jehoshaphat, because he walked in the first ways of his father David, and sought not to Baalim;

World English Bible (WEB)
Yahweh was with Jehoshaphat, because he walked in the first ways of his father David, and didn't seek the Baals,

Young's Literal Translation (YLT)
And Jehovah is with Jehoshaphat, for he hath walked in the first ways of David his father, and hath not sought to Baalim,

And
the
Lord
וַיְהִ֥יwayhîvai-HEE
was
יְהוָ֖הyĕhwâyeh-VA
with
עִםʿimeem
Jehoshaphat,
יְהֽוֹשָׁפָ֑טyĕhôšāpāṭyeh-hoh-sha-FAHT
because
כִּ֣יkee
he
walked
הָלַ֗ךְhālakha-LAHK
first
the
in
בְּדַרְכֵ֞יbĕdarkêbeh-dahr-HAY
ways
דָּוִ֤ידdāwîdda-VEED
of
his
father
אָבִיו֙ʾābîwah-veeoo
David,
הָרִ֣אשֹׁנִ֔יםhāriʾšōnîmha-REE-shoh-NEEM
and
sought
וְלֹ֥אwĕlōʾveh-LOH
not
דָרַ֖שׁdārašda-RAHSH
unto
Baalim;
לַבְּעָלִֽים׃labbĕʿālîmla-beh-ah-LEEM

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:22
ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।

ପ୍ରଥମ ରାଜାବଳୀ 11:6
ତେଣୁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ, ଶଲୋମନ ତାହାହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ହେଲେ ନାହିଁ।

ଦିତୀୟ ରାଜାବଳୀ 18:3
ହିଜକିଯ ତାଙ୍କର ପୁର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିଯାନୁସା ରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ।

ଦିତୀୟ ରାଜାବଳୀ 22:2
ଯୋଶିୟଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ସୁକର୍ମ କଲେ। ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କୁ ଶିକ୍ଷା ମାନ୍ଯ କଲେ। ପରମେଶ୍ବର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହାସବୁ କଲେ।

ପ୍ରଥମ ବଂଶାବଳୀ 22:18
ଦାଉଦ ଏହି ଲୋକମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କର ସହିତ ରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହାଇେଅଛି।

ଦିତୀୟ ବଂଶାବଳୀ 15:2
ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।

ଦିତୀୟ ବଂଶାବଳୀ 15:8
ଆସା ଓବେଦ୍ ଭବିଷ୍ଯଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହାପରେ ସେ ଯିହୁଦା ଓ ବିନ୍ଯାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ଯ ପ୍ରତିମାଗୁଡ଼ିକ ଦୂର କରି ଦେଲେ। ଆସା ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସହେି ସହରଗୁଡ଼ିକରୁ ମଧ୍ଯ ସହେି ଘୃଣ୍ଯ ପ୍ରତିମାଗୁଡ଼ିକ ବାହାର କରି ଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ମରାମତି କଲେ।

ଗୀତସଂହିତା 46:7
ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।

ଗୀତସଂହିତା 46:11
ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।

ଗୀତସଂହିତା 132:1
ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।

ଯିଶାଇୟ 8:10
ତୁମ୍ଭମାନେେ ୟୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ଯ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହବେ ନାହିଁ। ତୁମ୍ଭର ସୈନ୍ଯମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହବେ। କାହିଁକି ଏହା ଘଟିବ। କାରଣ ପରମେଶ୍ବର ଆମ୍ଭମାନଙ୍କ ସହିତ ଅଛନ୍ତି।

ଯିଶାଇୟ 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଯିରିମିୟ 2:23
ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।

ମାଥିଉଲିଖିତ ସୁସମାଚାର 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)

ମାଥିଉଲିଖିତ ସୁସମାଚାର 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।

ଦିତୀୟ ଶାମୁୟେଲ 8:15
ଦାଉଦ ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଦାଉଦ ମଧ୍ଯ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସକ୍ସ୍ଟବିଗ୍ଭର କଲେ।

ଦିତୀୟ ଶାମୁୟେଲ 5:10
ଆଉ ସର୍ବଶକ୍ତିମାନ ସଦାପ୍ରଭୁ ଦାଉଦଙ୍କର ସହାୟ ହବୋରକ୍ସ୍ଟ ଦାଉଦ ଆହକ୍ସ୍ଟରି ଅଧିକରୁ ଅଧିକ ଶକ୍ତିଶାଳୀ ହେଲେ।

ବିଚାରକର୍ତାମାନଙ୍କ ବିବରଣ 6:12
ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗ ରେ ଦର୍ଶନ ଦେଲେ ଓ କହିଲେ, ହେ ମହାବିକ୍ରମଶାଳି ଲୋକ ସଦାପ୍ରଭୁ ତକ୍ସ୍ଟମ୍ଭ ସଙ୍ଗେ ଅଛନ୍ତି।

ଯିହୋଶୂୟ 1:9
ମନରେଖ, ମୁ ତୁମ୍ଭକୁ ସାହାସୀ ଓ ଶକ୍ତିଶାଳୀ ହବୋ ପାଇଁ ନିର୍ଦ୍ଧେଶ ଦଇେଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହକ୍ସ୍ଟଅ ନାହିଁ, କାରଣ ତୁମ୍ଭେ ଯେଉଁ ଆଡେ ୟିବ, ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସଙ୍ଗି ହବେେ।

ଯିହୋଶୂୟ 1:5
ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।

ଯାତ୍ରା ପୁସ୍ତକ 4:12
ତେଣୁ ତୁମ୍ଭେ ୟାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହାଇେ ବକ୍ତବ୍ଯର କଥା ତୁମ୍ଭକୁ ଶିଖାଇବି।

ଯାତ୍ରା ପୁସ୍ତକ 3:12
ତା'ପରେ ପରମେଶ୍ବର କହିଲେ, ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବୁ! ଆମ୍ଭେ ଯେ ତୁମ୍ଭକୁ ପ୍ ରରଣେ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭମାନେେ ଏହି ପର୍ବତ ରେ ପରମେଶ୍ବରଙ୍କର ଉପାସନା କରିବ।

ବିଚାରକର୍ତାମାନଙ୍କ ବିବରଣ 8:33
ଗିଦ୍ଦିୟୋନଙ୍କର ମୃତକ୍ସ୍ଟ୍ଯ ପରେ ଇଶ୍ରାୟେଲର ଲୋକମାନେ ଆଉ ସଦାପ୍ରଭୁଙ୍କର ବିଶ୍ବସ୍ତ ରହିଲେ ନାହିଁ। ସମାନେେ ବାଲ୍ ଦବୋଦବେୀଙ୍କର ଅନକ୍ସ୍ଟଗାମୀ ହେଲେ। ସମାନେେ ସମାନଙ୍କେର ଦବେତା ବାଲ୍ ବାରିକ୍ ନିର୍ମାଣ କଲେ।

ବିଚାରକର୍ତାମାନଙ୍କ ବିବରଣ 2:18
ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 2:11
ଏହାପରେ ଇଶ୍ରାୟେଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯ କଲେ। ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ବାଲ୍- ଦବେତାଙ୍କୁ ପୂଜା କଲେ।

ଆଦି ପୁସ୍ତକ 39:21
କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।

ପ୍ରଥମ ରାଜାବଳୀ 15:3
ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମ ରେ ଲିପ୍ତ ଥିଲେ ସେ ମଧ୍ଯ ସହେି ସବୁ ପାପକର୍ମ କରି ଚାଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କ ପ୍ରତି ସର୍ବାନ୍ତଃକରଣ ରେ ବିଶ୍ବସ୍ତ ନଥିଲେ।

ଦିତୀୟ ରାଜାବଳୀ 14:3
ପୁଣି ଅମତ୍ସିଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୁର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ୟୋଯାଶ୍ଙ୍କର କୃତ କର୍ମାନୁସା ରେ କର୍ମ କଲେ।

ଦିତୀୟ ରାଜାବଳୀ 16:2
ଆହାସଙ୍କୁସଯଲତଲବଲଳ କୋଡିଏ ବର୍ଷସସ ରାଜାସହଲଲ ଓସସ ୟିରୁଶାଲମସରସଷାହଳ ବର୍ଷ ରାଜ୍ଯ କଲଲ।ସସ ତାଙ୍କ ପୂର୍ବପୁରୁଷ ଦାଉଦ୍ଙ୍କ ପରି ନଥିଲଲ।ସସ କୁକର୍ମ କାର୍ୟ୍ଯମାନ କଲଲ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିସର ଉଚିତ୍ ଥିଲା।

ଦିତୀୟ ବଂଶାବଳୀ 14:2
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ସମ୍ମୁଖ ରେ ଉତ୍ତମ ଓ ଯଥାର୍ଥ ବିଷଯମାନ କଲେ।

ଦିତୀୟ ବଂଶାବଳୀ 14:11
ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।

ମାଥିଉଲିଖିତ ସୁସମାଚାର 18:20
ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।

ଆଦି ପୁସ୍ତକ 39:2
କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ।