1 Timothy 3:7 in Oriya

Oriya Oriya Bible 1 Timothy 1 Timothy 3 1 Timothy 3:7

1 Timothy 3:7
ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।

1 Timothy 3:61 Timothy 31 Timothy 3:8

1 Timothy 3:7 in Other Translations

King James Version (KJV)
Moreover he must have a good report of them which are without; lest he fall into reproach and the snare of the devil.

American Standard Version (ASV)
Moreover he must have good testimony from them that are without; lest he fall into reproach and the snare of the devil.

Bible in Basic English (BBE)
And he is to have a good name among those outside the church, so that nothing may be said against him and he may not be taken by the designs of the Evil One.

Darby English Bible (DBY)
But it is necessary that he should have also a good testimony from those without, that he may fall not into reproach and [the] snare of the devil.

World English Bible (WEB)
Moreover he must have good testimony from those who are outside, to avoid falling into reproach and the snare of the devil.

Young's Literal Translation (YLT)
and it behoveth him also to have a good testimony from those without, that he may not fall into reproach and a snare of the devil.

Moreover
δεῖdeithee
he
δὲdethay
must
αὐτὸνautonaf-TONE

καὶkaikay
have
μαρτυρίανmartyrianmahr-tyoo-REE-an
good
a
καλὴνkalēnka-LANE
report
ἔχεινecheinA-heen
of
ἀπὸapoah-POH
them
which
are
τῶνtōntone
without;
ἔξωθενexōthenAYKS-oh-thane
lest
ἵναhinaEE-na

μὴmay
he
fall
εἰςeisees
into
ὀνειδισμὸνoneidismonoh-nee-thee-SMONE
reproach
ἐμπέσῃempesēame-PAY-say
and
καὶkaikay
the
snare
παγίδαpagidapa-GEE-tha
of
the
τοῦtoutoo
devil.
διαβόλουdiabolouthee-ah-VOH-loo

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:26
ଶୟତାନ ସମାନଙ୍କେୁ ଫାନ୍ଦ ରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହାଇପୋ ରେ ଯେ ସମାନେେ ସଜାଗ ହବେେ ଓ ଶୟତାନର ସହେି କାର୍ୟ୍ଯ ଦେଖିବେ। ତା'ପରେ ସମାନେେ ଶୟତାନର ଫାନ୍ଦରୁ ମୁକ୍ତ ହବେେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:21
ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହା ସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:9
ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:32
ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:14
ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:24
କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହାଇେ ଦଖାଯାେଏ କାରଣ ସମାନଙ୍କେର ବିଚାର ହବେ ବୋଲି ସମାନଙ୍କେର ପାପଗୁଡ଼ିକ ଆଗତୁରା ଦଖାଯାେଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:8
ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।

ପିତରଙ୍କ ପ୍ରଥମ ପତ୍ 4:14
ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:12
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସମାନେେ ମଧ୍ଯ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦବେେ। ତୁମ୍ଭମାନଙ୍କୁ ମଧ୍ଯ ନିଜ ଆବଶ୍ଯକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ପ୍ରଥମ ଶାମୁୟେଲ 2:24
ନାହିଁ, ନାହିଁ, ମାରେ ପକ୍ସ୍ଟତ୍ରମାନେ, ମୁ ଯେଉଁ ଜନରବ ଶକ୍ସ୍ଟଣକ୍ସ୍ଟଅଛି, ଭଲ ନକ୍ସ୍ଟ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।

ମାର୍କଲିଖିତ ସୁସମାଚାର 4:11
ଯୀଶୁ କ ହେଲେ, କବଳେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ନିଗୁଢ ତତ୍ତ୍ବ ବୁଝି ପାରିବା ପାଇଁ ଶକ୍ତି ଦିଆ ଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ଯମ ରେ ସବୁକଥା କହୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:3
ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:22
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:12
ହନନିୟ ନାମକ ଜଣେ ଭକ୍ତ ଦମ୍ମସକେ ନଗର ରେ ଥିଲେ। ସେ ମାଶାଙ୍କେ ବ୍ଯବସ୍ଥା ମାନୁଥିଲେ। ସଠାେରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:12
ଯେଉଁମାନେ କୌଣସି ମଣ୍ଡଳୀର ସଭ୍ଯ ନୁହଁନ୍ତି, ସମାନଙ୍କେ ବିଚାର କରିବା ଉଚିତ୍ ନୁହେଁ। ପରମେଶ୍ବର ସମାନଙ୍କେର ବିଚାର କରିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:3
ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:5
ଅବିଶ୍ବାସୀ ଲୋକମାନଙ୍କ ସହିତ ବ୍ଯବହାର କଲା ବେଳେ ବୁଦ୍ଧି ସହ ବ୍ଯବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପୟୋଗ କର।

ଯୋହନଙ୍କ ତୃତୀୟ ପତ୍ର 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।