1 Timothy 1:18 in Oriya

Oriya Oriya Bible 1 Timothy 1 Timothy 1 1 Timothy 1:18

1 Timothy 1:18
ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।

1 Timothy 1:171 Timothy 11 Timothy 1:19

1 Timothy 1:18 in Other Translations

King James Version (KJV)
This charge I commit unto thee, son Timothy, according to the prophecies which went before on thee, that thou by them mightest war a good warfare;

American Standard Version (ASV)
This charge I commit unto thee, my child Timothy, according to the prophecies which led the way to thee, that by them thou mayest war the good warfare;

Bible in Basic English (BBE)
This order I give to you, Timothy my son, in harmony with the words of the prophets about you, so that by them you may be strong, fighting the good fight,

Darby English Bible (DBY)
This charge, [my] child Timotheus, I commit to thee, according to the prophecies as to thee preceding, in order that thou mightest war by them the good warfare,

World English Bible (WEB)
This charge I commit to you, my child Timothy, according to the prophecies which led the way to you, that by them you may wage the good warfare;

Young's Literal Translation (YLT)
This charge I commit to thee, child Timotheus, according to the prophesies that went before upon thee, that thou mayest war in them the good warfare,

This
ΤαύτηνtautēnTAF-tane
charge
τὴνtēntane
I
commit
παραγγελίανparangelianpa-rahng-gay-LEE-an
unto
thee,
παρατίθεμαίparatithemaipa-ra-TEE-thay-MAY
son
σοιsoisoo
Timothy,
τέκνονteknonTAY-knone
according
to
Τιμόθεεtimotheetee-MOH-thay
the
κατὰkataka-TA
prophecies
τὰςtastahs

προαγούσαςproagousasproh-ah-GOO-sahs
before
went
which
ἐπὶepiay-PEE
on
σὲsesay
thee,
προφητείαςprophēteiasproh-fay-TEE-as
that
ἵναhinaEE-na
thou
by
mightest
στρατεύῃstrateuēstra-TAVE-ay
them
ἐνenane
war
αὐταῖςautaisaf-TASE
a
τὴνtēntane
good
καλὴνkalēnka-LANE
warfare;
στρατείανstrateianstra-TEE-an

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:20
ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:14
ତୁମ୍ଭ ଭିତ ରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ଯବହାର କରିବା ରେ ଅବ ହଳୋ କର ନାହିଁ। ଭବିଷ୍ଯଦ୍ ବାଣୀ ମାଧ୍ଯମ ରେ ଯେତବେେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତବେେଳେ ସହେି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:1
ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:1
ତୀମଥି, ତୁମ୍ଭେ ମାରେ ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆମ୍ଭକୁ ମିଳିଥିବା ଅନୁଗ୍ରହ ରେ ଶକ୍ତିଶାଳୀ ହୁଅ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:2
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ବାସ କରୁଥିବାରୁ ମାରେ ପ୍ରକୃତ ପୁତ୍ର ଅଟ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:22
ତୁମ୍ଭମାନେେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସବୋ କରେ, ସହେିପରି ସେ ମାେ ସହିତ ସୁସମାଚାର କହିବା ସମୟରେ ମାରେ ସବୋ କରିଛନ୍ତି ; ଏକଥା ତୁମ୍ଭମାନେେ ଜାଣ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:12
ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ଯମାନଙ୍କ ବିରୁଦ୍ଧ ରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧ ରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧ ରେ ଆମ୍ଭେ ସଂଘର୍ଷ କରୁଛୁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:7
ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:12
ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:3
ଆମ୍ଭେ ମଧ୍ଯ ଜଗତ ରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ।

ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:10
ମୁଁ ତୁମ୍ଭକୁ ଅନୀସିମ ପାଇଁ ନିବଦନେ କରୁଛି। ମୁଁ ବନ୍ଦୀ ଗୃହ ରେ ଥିଲା ବେଳେ ସେ ମାରେ ସନ୍ତାନ ହାଇେଥିଲା।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:4
ଏହି ପତ୍ର ତୀତସଙ୍କୁ ଲଖାଯାେଉଛି। ତୁମ୍ଭେ ସମବିଶ୍ବାସ ରେ ମାରେ ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରମେଶ୍ବର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:2
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ମାେ ପାଇଁ ମାେ ପ୍ରିୟ ପୁତ୍ର ଭଳି। ପରମପିତା ପରମେଶ୍ବରଙ୍କଠାରୁ ଓ ଆମ୍ଭ ପ୍ରଭୁ ଖ୍ରୀଷ୍ଟଯୀଶୁଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4
ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:11
ଏହି ଉପଦେଶ ପରମେଶ୍ବର ମାେତେ ପ୍ରଚାର କରିବାକୁ ଦଇେଥିବା ସୁସମାଚାରର ଅଂଶବିଶଷେ। ଏହି ମହିମାମୟ ସୁସମାଚାର ପରମଧନ୍ଯ ପରମେଶ୍ବରଙ୍କଠାରୁ ଆସିଛି।