1 Kings 10:22 in Oriya

Oriya Oriya Bible 1 Kings 1 Kings 10 1 Kings 10:22

1 Kings 10:22
ସମୁଦ୍ର ରେ ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ଯ ଜାହାଜ ସମୁଦ୍ର ରେ ଥିଲା, ଯାହାକି ପ୍ରତି ତିନି ବର୍ଷ ରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମଯୂର ନଇେ ଆସୁଥିଲା।

1 Kings 10:211 Kings 101 Kings 10:23

1 Kings 10:22 in Other Translations

King James Version (KJV)
For the king had at sea a navy of Tharshish with the navy of Hiram: once in three years came the navy of Tharshish, bringing gold, and silver, ivory, and apes, and peacocks.

American Standard Version (ASV)
For the king had at sea a navy of Tarshish with the navy of Hiram: once every three years came the navy of Tarshish, bringing gold, and silver, ivory, and apes, and peacocks.

Bible in Basic English (BBE)
For the king had Tarshish-ships at sea with the ships of Hiram; once every three years the Tarshish-ships came with gold and silver and ivory and monkeys and peacocks.

Darby English Bible (DBY)
For the king had on the sea a Tarshish-fleet, with the fleet of Hiram: once in three years came the Tarshish-fleet, bringing gold and silver, ivory, and apes, and peacocks.

Webster's Bible (WBT)
For the king had at sea a navy of Tharshish with the navy of Hiram: once in three years came the navy of Tharshish, bringing gold, and silver, ivory, and apes, and peacocks.

World English Bible (WEB)
For the king had at sea a navy of Tarshish with the navy of Hiram: once every three years came the navy of Tarshish, bringing gold, and silver, ivory, and apes, and peacocks.

Young's Literal Translation (YLT)
for a navy of Tarshish hath the king at sea with a navy of Hiram; once in three years cometh the navy of Tarshish, bearing gold, and silver, ivory, and apes, and peacocks.

For
כִּי֩kiykee
the
king
אֳנִ֨יʾŏnîoh-NEE
had
at
sea
תַרְשִׁ֤ישׁtaršîštahr-SHEESH
a
navy
לַמֶּ֙לֶךְ֙lammelekla-MEH-lek
Tharshish
of
בַּיָּ֔םbayyāmba-YAHM
with
עִ֖םʿimeem
the
navy
אֳנִ֣יʾŏnîoh-NEE
of
Hiram:
חִירָ֑םḥîrāmhee-RAHM
once
אַחַת֩ʾaḥatah-HAHT
three
in
לְשָׁלֹ֨שׁlĕšālōšleh-sha-LOHSH
years
שָׁנִ֜יםšānîmsha-NEEM
came
תָּב֣וֹא׀tābôʾta-VOH
the
navy
אֳנִ֣יʾŏnîoh-NEE
of
Tharshish,
תַרְשִׁ֗ישׁtaršîštahr-SHEESH
bringing
נֹֽשְׂאֵת֙nōśĕʾētnoh-seh-ATE
gold,
זָהָ֣בzāhābza-HAHV
and
silver,
וָכֶ֔סֶףwākesepva-HEH-sef
ivory,
שֶׁנְהַבִּ֥יםšenhabbîmshen-ha-BEEM
and
apes,
וְקֹפִ֖יםwĕqōpîmveh-koh-FEEM
and
peacocks.
וְתֻכִּיִּֽים׃wĕtukkiyyîmveh-too-kee-YEEM

Cross Reference

ପ୍ରଥମ ରାଜାବଳୀ 22:48
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।

ଗୀତସଂହିତା 72:10
ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

ଗୀତସଂହିତା 48:7
ହେ ପରମେଶ୍ବର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି ସମାନଙ୍କେ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।

ଦିତୀୟ ବଂଶାବଳୀ 20:36
ଯିହାଶାଫେଟ୍ ଅହସିଯଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସମାନେେ ଇତ୍ସିୟୋନ-ଗବେର୍ ସହର ରେ ଜାହାଜ ନିର୍ମାଣ କଲେ।

ଆଦି ପୁସ୍ତକ 10:4
ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ୟବନର ସନ୍ତାନ ଥିଲେ।

ଯୂନସ 1:3
ୟୂନସ ପରମେଶ୍ବରଙ୍କ କଥା ମାନିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟିବାକୁ ଚେଷ୍ଟା କଲା। ସେ ୟୋଫୋକୁ ଗ୍ଭଲିଗଲା। ସେ ଦେଖିଲା ଗୋଟିଏ ନେ ୗକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦଇେ ସହେି ନେ ୗକା ରେ ୟାତ୍ରା କଲା। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂ ରଇେ ଗଲା।

ଆମୋଷ 3:15
ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ ରେ ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ। ସଦାପ୍ରଭୁ ଏହିସବୁ କୁହନ୍ତି।

ଯିହିଜିକଲ 27:12
ତଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସମାନେେ ରୂପା, ଲୁହା, ଦସ୍ତା ଓ ସୀସା ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ଯିଶାଇୟ 66:19
ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

ଯିଶାଇୟ 60:9
ପ୍ରକୃତ ରେ ଦ୍ବୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରେ ୗପ୍ୟ ଓ ସୁବର୍ଣ୍ଣ ନଇେ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ବର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇଶ୍ରାୟେଲର ପବିତ୍ରସ୍ବରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଛନ୍ତି।

ଯିଶାଇୟ 23:10
ହେ ତର୍ଶୀଶର କନ୍ଯାଗଣ, ତୁମ୍ଭେ ଫରେି ୟାଅ ଏବଂ ନିଜର ଜମି ରେ ଚାଷ କର, କାରଣ ତୁମ୍ଭର ଆଶ୍ରଯସ୍ଥଳ ଧ୍ବଂସ ପାଇୟାଇଛି।

ଯିଶାଇୟ 23:6
ହେ ଜାହାଜଗଣ, ତୁମ୍ଭମାନେେ ତର୍ଶୀଶକୁ ଫରେିୟାଅ। ହେ ଦ୍ବୀପ ନିବାସୀମାନେ, ତୁମ୍ଭମାନେେ ହାହାକାର କର।

ଯିଶାଇୟ 23:1
ସୋର ବିଷଯ ରେ ଏକ ଦୁଃଖ ବାର୍ତ୍ତା : ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭମାନେେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରଯ ସମ୍ପୂର୍ଣ୍ଣ ନଷ୍ଟ ହାଇୟୋଇଛି। କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।

ଯିଶାଇୟ 2:16
ପୁଣି ସହେି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥ ରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ୍ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।

ଆୟୁବ ପୁସ୍ତକ 39:13
ଓଟ ପକ୍ଷୀ ଉତ୍ତଜେନା ରେ ଡ଼ଣୋ ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ। ଏହାର ଡ଼ଣୋ ବଗ ପରି ନୁହେଁ।

ଦିତୀୟ ବଂଶାବଳୀ 9:21
ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।

ପ୍ରଥମ ରାଜାବଳୀ 10:18
ଆଉ ମଧ୍ଯ ରାଜା ହାତୀ ଦାନ୍ତ ରେ ଏକ ବଡ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣ ରେ ଛାଉଣୀ କଲେ।

ପ୍ରଥମ ରାଜାବଳୀ 9:26
ଅନନ୍ତର ଶଲୋମନ ରାଜା ଇଦୋମ ଦେଶ ରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିଯୋନ ଗବରେ ରେ ଜାହାଜମାନ ନିର୍ମାଣ କଲେ।