1 Corinthians 13:7 in Oriya

Oriya Oriya Bible 1 Corinthians 1 Corinthians 13 1 Corinthians 13:7

1 Corinthians 13:7
ପ୍ ରମେ ସମସ୍ତ ବିଷୟ ସହ୍ଯ କରେ। ପ୍ ରମେ ସମସ୍ତ ବିଶ୍ବାସ କରେ ; ସମସ୍ତ ଭରସା କରେ, ସବୁ ବିଷୟ ରେ ର୍ଧୈୟ୍ଯ ଧରି ରହେ।

1 Corinthians 13:61 Corinthians 131 Corinthians 13:8

1 Corinthians 13:7 in Other Translations

King James Version (KJV)
Beareth all things, believeth all things, hopeth all things, endureth all things.

American Standard Version (ASV)
beareth all things, believeth all things, hopeth all things, endureth all things.

Bible in Basic English (BBE)
Love has the power of undergoing all things, having faith in all things, hoping all things.

Darby English Bible (DBY)
bears all things, believes all things, hopes all things, endures all things.

World English Bible (WEB)
bears all things, believes all things, hopes all things, endures all things.

Young's Literal Translation (YLT)
all things it beareth, all it believeth, all it hopeth, all it endureth.

all
πάνταpantaPAHN-ta
things,
Beareth
στέγειstegeiSTAY-gee
all
πάνταpantaPAHN-ta
things,
believeth
πιστεύειpisteueipee-STAVE-ee
things,
πάνταpantaPAHN-ta
all
hopeth
ἐλπίζειelpizeiale-PEE-zee
all
πάνταpantaPAHN-ta
things.
endureth
ὑπομένειhypomeneiyoo-poh-MAY-nee

Cross Reference

ପିତରଙ୍କ ପ୍ରଥମ ପତ୍ 4:8
ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ ରମେ କର।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:24
ପ୍ରଭୁଙ୍କର ସବେକ ୟୁକ୍ତି କରିବା ଉଚିତ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହବୋ ଉଚିତ। ସେ ଜଣେ ଭଲ ଶିକ୍ଷକ ହବୋ ଉଚିତ। ସେ ସହନଶୀଳ ହେଉ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:4
ପ୍ ରମେ ଦୀର୍ଘ ସହିଷ୍ଣୁ। ପ୍ ରମେ ଦୟାବାନ। ପ୍ ରମେ ରେ ଇର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:3
ଆମ୍ଭ ସମସ୍ତଙ୍କ କଷ୍ଟ ରେ ଭାଗୀ ହୁଅ। ଖ୍ରୀଷ୍ଟଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସହେି କଷ୍ଟଗୁଡ଼ିକ ସହିଯାଅ।

ଗୀତସଂହିତା 119:66
ହେ ସଦାପ୍ରଭୁ, ମାେତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ବାସ କରିଅଛି।

ହିତୋପଦେଶ 10:12
ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:12
ଯଦି ଅନ୍ୟମାନଙ୍କର ତୁମ୍ଭଠା ରେ ଏହି ଦାବୀ ଅଛି, ତବେେ ଆମ୍ଭର କ'ଣ ଏଥି ରେ ଅଧିକ ଦାବୀ ନାହିଁ ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରଯୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଚାର କାର୍ୟ୍ଯ କାଳେ ବାଧାପ୍ରାପ୍ତ ହବେ, ଏଥିପାଇଁ ଆମ୍ଭେ ସହ୍ଯ କରିଅଛୁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:2
ନିଜର କର୍ତ୍ତବ୍ଯ କରିବା ସହ ପର'ରକୁ ସାହାୟ୍ଯ କର। ଏଭଳି କରିବା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତ ରେ ପାଳନ କରି ପାରିବ।

ପିତରଙ୍କ ପ୍ରଥମ ପତ୍ 2:24
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

ଯାକୁବଙ୍କ ପତ୍ 1:12
ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:13
ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ୟିବା ଉଚିତ। ଆମ୍ଭେ ମଧ୍ଯ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:5
କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂୟମ କର। କ୍ଲେଶ ଆସିଲେ ସଗେୁଡିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରୁଥାଅ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:11
ତୁମ୍ଭମାନେେ ମାେ ପ୍ରତି ନିର୍ୟ୍ଯାତନାଗୁଡ଼ିକ ଓ ମାରଦେୁଃଖଗୁଡ଼ିକ ବିଷୟ ରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରା ରେ ମାେ ପ୍ରତି ଯାହା ସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସହେି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ୟ୍ଯାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସହେିସବୁ କଷ୍ଟରୁ ପରମେଶ୍ବର ମାେତେ ରକ୍ଷା କଲେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:4
ତୁମ୍ଭମାନଙ୍କଠା ରେ ପରସ୍ପର ପ୍ରତି ଥିବା ପ୍ ରମେ ଭାବ ମଧ୍ଯ ବୃଦ୍ଧି ପାଉଛି। ଅତଏବ, ପରମେଶ୍ବରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠା ରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକା ରେ ତୁମ୍ଭମାନେେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ବାସ ରହିଛି, ଆମ୍ଭେ ଏହା ବିଷୟ ରେ ପରମେଶ୍ବରଙ୍କ ଅନ୍ୟ ମଣ୍ଡଳୀଗୁଡ଼ିକରେ କହୁ। ତୁମ୍ଭମାନେେ ଦୁଃଖ କଷ୍ଟ ଓ ଅନକେ ଅସୁବିଧାର ସମ୍ମୁଖୀନ ହେଉଛ ; କିନ୍ତୁ ତୁମ୍ଭମାନେେ ନିଜର ଦୃଢ଼ତା ଓ ବିଶ୍ବାସ ଆଦୌ ନ ହରାଇ ଆଗଇେ ଚାଲିଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:8
ମୁଁ ତୁମ୍ଭମାନଙ୍କ ସବୋକାର୍ୟ୍ଯ ପାଇଁ ଅନ୍ୟ ମଣ୍ଡଳୀମାନଙ୍କ ଠାରୁ ଅର୍ଥ (ବା ସମାନେେ ଦରିଦ୍ର ହେଲେ ମଧ୍ଯ ସମାନଙ୍କେଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି।

ଆଦି ପୁସ୍ତକ 29:20
ତେଣୁ ଯାକୁବ ତାଙ୍କ ସହ ସଠାେରେ ସାତବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ କମ ସମୟ ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।

ଗଣନା ପୁସ୍ତକ 11:12
କ'ଣ ସମାନେେ ସମସ୍ତେ ମାଠାରୁେ ଜନ୍ମ ହାଇେଛନ୍ତି? ତୁମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ପ୍ରତିଜ୍ଞା କରିଥିଲ ମୁଁ ସମାନଙ୍କେୁ ଶିଶୁ ପରି କ'ଣ ବୋହି ନବେି?

ଆୟୁବ ପୁସ୍ତକ 13:15
ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।

ପରମଗୀତ 8:6
ତୁମ୍ଭେ ମାେତେ ମାହେର ତୁଲ୍ଯ ଆପଣା ହୃଦଯ ରେ, ବାହୁଟି ତୁଲ୍ଯ ଆପଣା ବାହୁ ରେ ଧାରଣ କର। କାରଣ ପ୍ ରମେ ମୃତ୍ଯୁ ପରି ଶକ୍ତିଶାଳୀ ଅଟେ। ହୃଦଯର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁ ରେ ପରିଣତ ହାଇପୋ ରେ।

ମାଥିଉଲିଖିତ ସୁସମାଚାର 10:22
ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।

ଲୂକଲିଖିତ ସୁସମାଚାର 7:37
ସହେି ସମୟରେ ସହେି ନଗର ରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣିପାରିଲା ଯେ ଯୀଶୁ ଫାରୁଶୀଙ୍କ ଘ ରେ ଖାଉଛନ୍ତି। ତେଣୁ ସହେି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ର ରେ କିଛି ଅତର ଆଣିଲା।

ଲୂକଲିଖିତ ସୁସମାଚାର 7:44
ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।

ଲୂକଲିଖିତ ସୁସମାଚାର 19:4
ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସଭେଳି ଗୋଟିଏ ସ୍ଥାନକୁ ସେ ଦୌଡିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରି ଗଛ ରେ ଚଢିଗଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:24
ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା' ହେଲେ ତାହା ପ୍ରକୃତ ରେ ଭରସା ନୁହେଁ। ମଣିଷ, ଯାହା ତା' ପାଖ ରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:1
ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:18
ତା' ହେଲେ ମାରେ ପୁରସ୍କାର କ'ଣ ? ମାରେ ପୁରସ୍କାର ଏହା ଯେ ସୁସମାଚାର ପ୍ରଚାର କଲା ବେଳେ ମୁଁ ମୁକ୍ତ ଭାବରେ ସୁସମାଚାରକୁ ଦଇେ ପାରିବି ? ଏହିପରି ସୁସମାଚାର ପ୍ରଚାର ପାଇଁ ଯେଉଁ ପ୍ରାପ୍ଯ ମାରେ ପାଇବା କଥା, ତାହା ମୁଁ ଦାବୀ କରେ ନାହିଁ।

ଦିତୀୟ ବିବରଣ 1:9
ମାଶାେ କହିଲେ, ସେ ସମୟରେ ମୁ ତୁମ୍ଭମାନଙ୍କୁ କହିଲି, ମୁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବକ୍ସ୍ଟଝିପାରିବି ନାହିଁ।