1 Corinthians 11:29
ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶଷେ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା' ହେଲେ ସେ ଏହା ଖାଇବା ଓ ପିଇବା ଦ୍ବାରା ଦୋଷୀ ସାବ୍ଯସ୍ତ ହୁଏ।
1 Corinthians 11:29 in Other Translations
King James Version (KJV)
For he that eateth and drinketh unworthily, eateth and drinketh damnation to himself, not discerning the Lord's body.
American Standard Version (ASV)
For he that eateth and drinketh, eateth and drinketh judgment unto himself, if he discern not the body.
Bible in Basic English (BBE)
For a man puts himself in danger, if he takes part in the holy meal without being conscious that it is the Lord's body.
Darby English Bible (DBY)
For [the] eater and drinker eats and drinks judgment to himself, not distinguishing the body.
World English Bible (WEB)
For he who eats and drinks in an unworthy manner eats and drinks judgment to himself, if he doesn't discern the Lord's body.
Young's Literal Translation (YLT)
for he who is eating and drinking unworthily, judgment to himself he doth eat and drink -- not discerning the body of the Lord.
| For | ὁ | ho | oh |
| he | γὰρ | gar | gahr |
| that eateth | ἐσθίων | esthiōn | ay-STHEE-one |
| and | καὶ | kai | kay |
| drinketh | πίνων | pinōn | PEE-none |
| unworthily, | ἀναξίως, | anaxiōs | ah-na-KSEE-ose |
| eateth | κρίμα | krima | KREE-ma |
| and | ἑαυτῷ | heautō | ay-af-TOH |
| drinketh | ἐσθίει | esthiei | ay-STHEE-ee |
| damnation | καὶ | kai | kay |
| to himself, | πίνει | pinei | PEE-nee |
| not | μὴ | mē | may |
| discerning | διακρίνων | diakrinōn | thee-ah-KREE-none |
| the | τὸ | to | toh |
| Lord's | σῶμα | sōma | SOH-ma |
| τοῦ | tou | too | |
| body. | κυρίου | kyriou | kyoo-REE-oo |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:27
ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ।
ଉପଦେଶକ 8:5
ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:2
ଅତଏବ ଅଧିକାର ବି ରୋଧ କରୁଥିବା ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ଆଜ୍ଞାର ବିରୋଧୀ। ଏପରି ବି ରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ଯବସ୍ଥା କରିଥାଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:24
ତା'ପରେ ସହେି ରୋଟୀକୁ ଛିଣ୍ଡାଇ ସେ କହିଲେ : ଏହା ତୁମ୍ଭମାନଙ୍କ ନିମନ୍ତେ ମାରେ ଶରୀର। ମାେତେ ସ୍ମରଣ କରିବା ପାଇଁ ତୁମ୍ଭମାନେେ ଏହା କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:30
ସେଥିପାଇଁ ତୁମ୍ଭମାନଙ୍କ ମଧିଅରେ ଅନକେ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନକେ ମୃତ ହେଲଣେି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:32
ପ୍ରଭୁ ଯେତବେେଳେ ଆମ୍ଭର ବିଚାର କରନ୍ତି, ସେ ଠିକ୍ ବାଟ ଦଖାଇବୋ ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 5:14
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।
ଯାକୁବଙ୍କ ପତ୍ 3:1
ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ ଅନକେ ଶିକ୍ଷକ ହବୋ ଉଚିତ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠାେର ଭାବରେ ବିଚାରିତ ହବେୁ।
ଯାକୁବଙ୍କ ପତ୍ 5:12
ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।