1 Corinthians 10:26
ତୁମ୍ଭେ ଖାଇପାର କାରଣ ପୃଥିବୀ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ବିଷୟ ପ୍ରଭୁଙ୍କର ଅଟେ।
1 Corinthians 10:26 in Other Translations
King James Version (KJV)
For the earth is the Lord's, and the fulness thereof.
American Standard Version (ASV)
for the earth is the Lord's, and the fulness thereof.
Bible in Basic English (BBE)
For the earth is the Lord's and all things in it.
Darby English Bible (DBY)
For the earth [is] the Lord's and its fulness.
World English Bible (WEB)
for "the earth is the Lord's, and its fullness."
Young's Literal Translation (YLT)
for the Lord's `is' the earth, and its fulness;
| For | τοῦ | tou | too |
| the | γὰρ | gar | gahr |
| earth | κυρίου | kyriou | kyoo-REE-oo |
| is the | ἡ | hē | ay |
| Lord's, | γῆ | gē | gay |
| and | καὶ | kai | kay |
| the | τὸ | to | toh |
| fulness | πλήρωμα | plērōma | PLAY-roh-ma |
| thereof. | αὐτῆς | autēs | af-TASE |
Cross Reference
ଗୀତସଂହିତା 24:1
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ଗୀତସଂହିତା 50:12
ମୁଁ ଭୋକିଲା ନୁହେଁ, ୟଦି ମୁଁ ଭୋକିଲା ଥାନ୍ତି, କବେେ ହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥାନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମାରେ ଅଧୀନ ଅଟେ।
ଯାତ୍ରା ପୁସ୍ତକ 19:5
ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।
ଦିତୀୟ ବିବରଣ 10:14
ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ବର୍ଗ, ପକ୍ସ୍ଟଣି ପୃଥିବୀ ଓ ତହିଁ ମଧ୍ଯସ୍ଥିତ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର।
ଆୟୁବ ପୁସ୍ତକ 41:11
କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:28
ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁ ହେ : ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ହାଇେଛି। ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ୟିଏ ଏହା କହିଛି ତା'ର ବିଶ୍ବାସକୁ ତୁମ୍ଭମାନେେ ଆଘାତ ନ ଦବୋ ପାଇଁ ଖାଅ ନାହିଁ ଓ ଦ୍ବିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ ବୋଲି କେତକେ ମତ ଦିଅନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:17
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।