1 Corinthians 10:10
ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।
1 Corinthians 10:10 in Other Translations
King James Version (KJV)
Neither murmur ye, as some of them also murmured, and were destroyed of the destroyer.
American Standard Version (ASV)
Neither murmur ye, as some of them murmured, and perished by the destroyer.
Bible in Basic English (BBE)
And do not say evil things against the Lord, as some of them did, and destruction overtook them.
Darby English Bible (DBY)
Neither murmur ye, as some of them murmured, and perished by the destroyer.
World English Bible (WEB)
Neither grumble, as some of them also grumbled, and perished by the destroyer.
Young's Literal Translation (YLT)
neither murmur ye, as also some of them did murmur, and did perish by the destroyer.
| Neither | μηδὲ | mēde | may-THAY |
| murmur ye, | γογγύζετε | gongyzete | gohng-GYOO-zay-tay |
| as | καθὼς | kathōs | ka-THOSE |
| some | καί | kai | kay |
| of them | τινες | tines | tee-nase |
| also | αὐτῶν | autōn | af-TONE |
| murmured, | ἐγόγγυσαν | egongysan | ay-GOHNG-gyoo-sahn |
| and | καὶ | kai | kay |
| were destroyed | ἀπώλοντο | apōlonto | ah-POH-lone-toh |
| of | ὑπὸ | hypo | yoo-POH |
| the | τοῦ | tou | too |
| destroyer. | ὀλοθρευτοῦ | olothreutou | oh-loh-thrayf-TOO |
Cross Reference
ଦିତୀୟ ଶାମୁୟେଲ 24:16
ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।
ଯାତ୍ରା ପୁସ୍ତକ 12:23
ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।
ପ୍ରଥମ ବଂଶାବଳୀ 21:15
ୟିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ବର ଜଣେ ସ୍ବର୍ଗଦୂତଙ୍କୁ ପ୍ ରରଣେ କଲେ। କିନ୍ତୁ ସ୍ବର୍ଗଦୂତ ଯେତବେେଳେ ୟିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ୟିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ୟ୍ଯ ସାଧନ କରୁଥିବା ସ୍ବର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, ବନ୍ଦ କର ! ୟଥେଷ୍ଟ ହେଲା ! ସହେି ସମୟରେ ସଦାପ୍ରଭୁଙ୍କ ଦୂତ ୟିବୂଷୀଯ ଅରଣନର ରେ ଛିଡ଼ା ହାଇେଥିଲେ।
ଗଣନା ପୁସ୍ତକ 16:41
ତା' ପରଦିନ ଇଶ୍ରାୟେଲ ସମସ୍ତ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ ଯେ , ସମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ଯା କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:28
ମାଶାେ ନିସ୍ତାର ଭୋଜି321 (ପର୍ବ) କରି ଦ୍ବାର ମାନଙ୍କ ରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ ଯେପରି ମରି ପାରିବେ ନାହିଁ, ସେଥିପାଇଁ ମାଶାେ ଏପରି କଲେ। ମାଶାଙ୍କେର ବିଶ୍ବାସ ଥିବାରୁ ସେ ଏପରି କଲେ।
ଗଣନା ପୁସ୍ତକ 14:2
ପୁଣି ଇଶ୍ରାୟେଲ ଲୋକମାନେ ସମସ୍ତେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସମାନଙ୍କେ ଆଗ ରେ ଅଭିଯୋଗ କଲେ, ଯଦି ଆମ୍ଭମାନେେ ସହେି ମିଶର ଦେଶ ରେ କିମ୍ବା ମରୁଭୂମିରେ ମରିୟାଇଥାନ୍ତୁ, ତବେେ ଭଲ ହାଇେଥାନ୍ତା।
ଗଣନା ପୁସ୍ତକ 14:37
ଯେଉଁମାନେ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ସେ ଦେଶର ଅପଖ୍ଯାତି ପ୍ରଚାର କରିଥିଲେ, ସମାନେେ ସଦାପ୍ରଭୁଙ୍କ ଉପସ୍ଥିତ ରେ ମହାମାରୀ ଦ୍ବାରା ମଲେ।
ଗୀତସଂହିତା 106:25
ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:14
ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:1
ତା'ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ବନି ଶୁଣିଲି। ତାହା ସାତାଟେି ଦୂତଙ୍କୁ କହିଲା, ଯାଅ, ପରମେଶ୍ବରଙ୍କ କୋର୍ଧ ରେ ପୂର୍ଣ୍ଣ ହାଇେଥିବା ସାତାଟେି ପାତ୍ରକୁ ପୃଥିବୀ ଉପରେ ଢ଼ାଳିଦିଅ।
ଯିହୂଦାଙ୍କ ପତ୍ର 1:16
ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।
ଯାତ୍ରା ପୁସ୍ତକ 16:2
ଏହାପରେ ସମଗ୍ର ଇଶ୍ରାୟେଲୀୟ ସମାଜ ମରୁଭୂମିଠା ରେ ମାଶାେ ଓ ହାରୋଣଙ୍କ ଉପରେ ଅସନ୍ତାଷେ ପ୍ରକାଶ କଲେ।
ଯାତ୍ରା ପୁସ୍ତକ 17:2
ତେଣୁ ଲୋକମାନେ ମାଶାଙ୍କେ ନିକଟକୁ ଗଲେ ଓ ଅଭିଯୋଗ କଲେ। ଆମ୍ଭକୁ ପିଇବାକୁ ପାଣି ଦିଅ।
ଗଣନା ପୁସ୍ତକ 14:27
ମାେ ବିରୁଦ୍ଧ ରେ ଅଭିଯୋଗ କରାଯାଉଛି, ମୁଁ କେତକୋଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇଶ୍ରାୟେଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି।
ଗଣନା ପୁସ୍ତକ 16:46
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।
ଦିତୀୟ ବଂଶାବଳୀ 32:21
ଏହାପରେ ସଦାପ୍ରଭୁ ଅଶୂର ରାଜାର ଛାଉଣୀକୁ ଜଣେ ସ୍ବର୍ଗଦୂତଙ୍କୁ ପଠାଇଲେ। ସହେି ସ୍ବର୍ଗଦୂତ ଅଶୂରର ସୈନ୍ଯଦଳର ସମସ୍ତ ସୈନ୍ଯ, ନେତାଗଣ ଓ ସନୋଧିକାରୀମାନଙ୍କୁ ହତ୍ଯା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫରେିଗଲା ଓ ତାହାର ଲୋକମାନେ ତା' ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦବେତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତଜେଣ ସହେି ସ୍ଥାନ ରେ ତାହାକୁ ଏକ ଖଡ୍ଗ ରେ ବଧ କଲେ।
ମାଥିଉଲିଖିତ ସୁସମାଚାର 13:39
ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 12:23
େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:7
ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।
ଯାତ୍ରା ପୁସ୍ତକ 15:24
ଲୋକମାନେ ମାଶାଙ୍କେ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, ଆମ୍ଭେ କ'ଣ ପିଇବୁ?