1 Corinthians 1:26
ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କଲେ, ସେତବେେଳେ ତୁମ୍ଭମାନଙ୍କ ମଧ୍ଯରୁ ଅଳ୍ପ କେତକେ ଜାଗତିକ ଭାବରେ ଜ୍ଞାନୀ ଥିଲା, ତୁମ୍ଭମାନଙ୍କ ମଧ୍ଯରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲା ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ।
1 Corinthians 1:26 in Other Translations
King James Version (KJV)
For ye see your calling, brethren, how that not many wise men after the flesh, not many mighty, not many noble, are called:
American Standard Version (ASV)
For behold your calling, brethren, that not many wise after the flesh, not many mighty, not many noble, `are called':
Bible in Basic English (BBE)
For you see God's design for you, my brothers, that he has not taken a great number of the wise after the flesh, not the strong, not the noble:
Darby English Bible (DBY)
For consider your calling, brethren, that [there are] not many wise according to flesh, not many powerful, not many high-born.
World English Bible (WEB)
For you see your calling, brothers, that not many are wise according to the flesh, not many mighty, and not many noble;
Young's Literal Translation (YLT)
for see your calling, brethren, that not many `are' wise according to the flesh, not many mighty, not many noble;
| For | Βλέπετε | blepete | VLAY-pay-tay |
| ye see | γὰρ | gar | gahr |
| your | τὴν | tēn | tane |
| κλῆσιν | klēsin | KLAY-seen | |
| calling, | ὑμῶν | hymōn | yoo-MONE |
| brethren, | ἀδελφοί | adelphoi | ah-thale-FOO |
| how that | ὅτι | hoti | OH-tee |
| not | οὐ | ou | oo |
| many | πολλοὶ | polloi | pole-LOO |
| men wise | σοφοὶ | sophoi | soh-FOO |
| after | κατὰ | kata | ka-TA |
| the flesh, | σάρκα | sarka | SAHR-ka |
| not | οὐ | ou | oo |
| many | πολλοὶ | polloi | pole-LOO |
| mighty, | δυνατοί | dynatoi | thyoo-na-TOO |
| not | οὐ | ou | oo |
| many | πολλοὶ | polloi | pole-LOO |
| noble, | εὐγενεῖς· | eugeneis | ave-gay-NEES |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:20
ଜ୍ଞାନୀ ଲୋକ କେଉଁଠା ରେ ଅଛନ୍ତି ? ବିଦ୍ବାନ ଲୋକ କେଉଁଠା ରେ ଅଛନ୍ତି ? ବର୍ତ୍ତମାନ ୟୁଗର ଦାର୍ଶନିକ କେଉଁଠା ରେ ଅଛନ୍ତି? ପରମେଶ୍ବର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।
ଯାକୁବଙ୍କ ପତ୍ 2:5
ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:18
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ୟୁଗ ଅନୁସାରେ ଜ୍ଞାନୀ ଅଟେ, ତା' ହେଲେ ତାକୁ ମୂର୍ଖ ହବୋକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହାଇପୋରିବା
ରେରିତମାନଙ୍କ କାର୍ଯ୍ୟର ବିବରଣ 17:34
କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:3
ଏଣୁ ମୁଁ ଦୁର୍ବଳ ଓ ଭୟ ରେ ଥରି ଥରି ସଠାେକୁ ଆସିଥିଲି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:8
ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସମାନେେ ବୁଝି ଥାଆନ୍ତେ, ତାହା ହେଲ ଗୌରବମୟ ପ୍ରଭୁଙ୍କୁ କୃଶବିଦ୍ଧ କରି ମାରି ନ ଥାନ୍ତେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:13
ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ଯର କଳ୍ପିତ ଜ୍ଞାନର ବାକ୍ଯ କହୁନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ବାରା ଶିଖିଥିବା ବାକ୍ଯ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ର ଆତ୍ମାଙ୍କ ବାକ୍ଯ ବ୍ଯବହାର କରୁ।
ଯାକୁବଙ୍କ ପତ୍ 1:9
ଯଦି ଜଣେ ବିଶ୍ବାସୀ ଗରିବ ହାଇେଥାଏ, ତବେେ ପରମେଶ୍ବର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ।
ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:12
ଯେତବେେଳେ ରାଜ୍ଯପାଳ ଏହା ଦେଖି, ସେ ପ୍ରଭୁଙ୍କ ଠା ରେ ବିଶ୍ବାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:7
ସହେି ବର୍ୟୀଶୁ ରାଜ୍ଯପାଳ ର୍ ସଗେିୟ ପାଉଲଙ୍କର ମିତ୍ର ଥିଲେ। ର୍ ସଗେିୟ ପାଉଲ ଜଣେ ବିବକେୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ବରଙ୍କର ବାକ୍ଯ ଶୁଣିବାକୁ ଚ଼ାହୁଁଥିଲେ। ତେଣୁ ସେ ବର୍ଣ୍ଣବ୍ବା ଓ ପାଉଲଙ୍କୁ ଡ଼କାଇ ପଠାଇଲେ।
ଯୋହନଲିଖିତ ସୁସମାଚାର 19:38
ଏହାପରେ ହାରାମାଥୀଯାର ଯୋଷଫେ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋଷଫେ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯୋଷଫଙ୍କେୁ ଯୀଶୁଙ୍କର ଶରୀର ନବୋପାଇଁ ଅନୁମତି ଦେଲେ। ତେଣୁ ଯୋଷଫେ ଆସି ଯୀଶୁଙ୍କର ଶରୀର ନଇଗେଲେ।
ସିଫନିୟ 3:12
ଆମ୍ଭେ କବଳେ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ୟିରୁଶାଲମ ରେ ରହିବାକୁ ଦବୋ। ସମାନେେ ସଦାପ୍ରଭୁଙ୍କଠା ରେ ଆଶ୍ରଯ ପାଇବେ।
ମାଥିଉଲିଖିତ ସୁସମାଚାର 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।
ଲୂକଲିଖିତ ସୁସମାଚାର 1:3
ହେ ମାନ୍ଯବର, ଯେ ହତେୁ ପ୍ରଥମରୁ ମୁଁ ନିଜେ ସାବଧାନ ହାଇେ ଏ ସବୁ ଅନୁଧ୍ଯାନ କରିଛି, ସେଥିସକାେଶ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାର ରେ ଲେଖିବାକୁ ମୁଁ ଉଚିତ ମନେ କଲି।
ଲୂକଲିଖିତ ସୁସମାଚାର 10:21
ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।
ଲୂକଲିଖିତ ସୁସମାଚାର 18:24
ସହେି ଯିହୂଦୀ ନେତାଙ୍କୁ ଦୁଃଖିତ ହବୋର ଦେଖି ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।
ଯୋହନଲିଖିତ ସୁସମାଚାର 4:46
ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।
ଯୋହନଲିଖିତ ସୁସମାଚାର 7:47
ଫାରୂଶୀମାନେ କହିଲେ, ତାହା ହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ଯ ବୋକା ବନଇେଛନ୍ତି।
ଯୋହନଙ୍କ ଦିତୀୟ ପତ୍ 1:1
ପ୍ରାଚୀନ ଯେ ମୁଁ, ପରମେଶ୍ବରଙ୍କ ଦ୍ବାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି :
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:22
ପରମେଶ୍ବରଙ୍କ ସମସ୍ତ ଲୋକ ଓ ବିଶଷେ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦ ରେ ଅଛନ୍ତି, ସହେି ବିଶ୍ବାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।