1 Chronicles 11:15
ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫା ରେ ଥିଲା ବେଳେ, ଯେତବେେଳେ ପଲେଷ୍ଟୀୟ ସୈନ୍ଯମାନେ ରଫାଯୀମ ଉପତ୍ୟକା ରେ ଛାଉଣୀ ପକାଇ ଥିଲେ, ତିରିଶ ଜଣ ବୀରଙ୍କ ମଧ୍ଯରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପଟଇେେ ପଟଇେେ ଦାଉଦଙ୍କ ନିକଟରେ ପହନ୍ଚିଲେ।
1 Chronicles 11:15 in Other Translations
King James Version (KJV)
Now three of the thirty captains went down to the rock to David, into the cave of Adullam; and the host of the Philistines encamped in the valley of Rephaim.
American Standard Version (ASV)
And three of the thirty chief men went down to the rock to David, into the cave of Adullam; and the host of the Philistines were encamped in the valley of Rephaim.
Bible in Basic English (BBE)
And three of the thirty went down to David, to the rock, into the strong place of Adullam; and the army of the Philistines had taken up their position in the valley of Rephaim.
Darby English Bible (DBY)
And three of the thirty chiefs went down to the rock to David, to the cave of Adullam, when the army of the Philistines was encamped in the valley of Rephaim.
Webster's Bible (WBT)
Now three of the thirty captains went down to the rock to David, into the cave of Adullam; and the host of the Philistines encamped in the valley of Rephaim.
World English Bible (WEB)
Three of the thirty chief men went down to the rock to David, into the cave of Adullam; and the host of the Philistines were encamped in the valley of Rephaim.
Young's Literal Translation (YLT)
And three of the thirty heads go down on the rock unto David, unto the cave of Adullam, and the host of the Philistines is encamping in the valley of Rephaim,
| Now three | וַיֵּֽרְד֡וּ | wayyērĕdû | va-yay-reh-DOO |
| of | שְֽׁלוֹשָׁה֩ | šĕlôšāh | sheh-loh-SHA |
| the thirty | מִן | min | meen |
| captains | הַשְּׁלוֹשִׁ֨ים | haššĕlôšîm | ha-sheh-loh-SHEEM |
| down went | רֹ֤אשׁ | rōš | rohsh |
| to | עַל | ʿal | al |
| the rock | הַצֻּר֙ | haṣṣur | ha-TSOOR |
| to | אֶל | ʾel | el |
| David, | דָּוִ֔יד | dāwîd | da-VEED |
| into | אֶל | ʾel | el |
| cave the | מְעָרַ֖ת | mĕʿārat | meh-ah-RAHT |
| of Adullam; | עֲדֻלָּ֑ם | ʿădullām | uh-doo-LAHM |
| and the host | וּמַֽחֲנֵ֣ה | ûmaḥănē | oo-ma-huh-NAY |
| Philistines the of | פְלִשְׁתִּ֔ים | pĕlištîm | feh-leesh-TEEM |
| encamped | חֹנָ֖ה | ḥōnâ | hoh-NA |
| in the valley | בְּעֵ֥מֶק | bĕʿēmeq | beh-A-mek |
| of Rephaim. | רְפָאִֽים׃ | rĕpāʾîm | reh-fa-EEM |
Cross Reference
ପ୍ରଥମ ବଂଶାବଳୀ 14:9
ପଲେଷ୍ଟୀୟମାନେ ରଫଯୀମ ଉପତ୍ୟକା ରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସମାନଙ୍କେର ଜିନିଷପତ୍ର ଚୋରି କରି ନଇଗେଲେ।
ଯିଶାଇୟ 17:5
ରଫାଲଯିମ ଉପତ୍ୟକା ରେ ଶସ୍ଯ ଅମଳ ବେଳେ ଯେପରି ଘଟିବ ସହେିପରି ଘଟିବ। ଶସ୍ଯ କ୍ଷେତ୍ର ରେ ଶସ୍ଯ ସଂଗ୍ରହ କଲା ବେଳେ ଶସ୍ଯର ସୀସା ଶସ୍ଯରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲା ବେଳେ ସହେିପରି ଘଟିବ।
ଯିହୋଶୂୟ 12:15
ଲିବ୍ନାର ରାଜା 1, ଅଦୁଲ୍ଲମର ରାଜା 1
ଯିହୋଶୂୟ 15:8
ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।
ପ୍ରଥମ ଶାମୁୟେଲ 22:1
ଦାଉଦ ଗାଥ ପରିତ୍ଯାଗ କଲେ। ସେ ସଠାେରକ୍ସ୍ଟ ଅଦକ୍ସ୍ଟଲ୍ଲମ ଗକ୍ସ୍ଟମ୍ଫାକକ୍ସ୍ଟ ପଳାଇଲେ। ଦାଉଦର ଭାଇମାନେ ଓ ସଐର୍କୀଯମାନେ ମଧ୍ଯ ଜାଣିଲେ ଯେ ସେ ଅଦକ୍ସ୍ଟଲ୍ଲମ ରେ ଅଛନ୍ତି। ସମାନେେ ସଠାେକକ୍ସ୍ଟ ଦାଉଦକକ୍ସ୍ଟ ଦଖାେ କରିବାକୁ ଗଲେ।
ଦିତୀୟ ଶାମୁୟେଲ 5:18
ପଲେଷ୍ଟୀୟମାନେ ଫରେି ରଫାଯିମ୍ ଉପତ୍ୟକା ରେ ସନୋଛାଉଣୀ ପକାଇଲେ।
ଦିତୀୟ ଶାମୁୟେଲ 5:22
ଆଉଥରେ ପଲେଷ୍ଟୀୟମାନେ ରଫାଯିମ ଉପତ୍ୟକା ରେ ଛାଉଣୀ ପକାଇଲେ।
ଦିତୀୟ ଶାମୁୟେଲ 23:13
ତା'ପରେ ରାଜାଙ୍କର ବିଶଷେ ଦଳର ତିନିଜଣ ଲୋକ ଶସ୍ଯ ଅମଳ ସମୟରେ ଗଲେ ଓ ଅଦକ୍ସ୍ଟଲ୍ଲମ ଦାଉଦଙ୍କ ନିକଟକକ୍ସ୍ଟ ଗଲେ। ସେତବେେଳେ ପଲେଷ୍ଟୀୟମାନଙ୍କ ସୈନ୍ଯ ରଫାଯୀମ ତଳ ଭୂମିରେ ଛାଉଣୀ ସ୍ଥାପନ କରିଥିଲେ।
ମୀଖା 1:15
ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।