Base Word
בְּאֵרוֹת
Short DefinitionBeeroth, a place in Palestine
Long Definitiona Gibeonite city allotted to Benjamin
Derivationfeminine plural of H0875; wells
International Phonetic Alphabetbɛ̆.ʔeˈrot̪
IPA modbɛ̆.ʔeˈʁo̞wt
Syllablebĕʾērôt
Dictionbeh-ay-ROTE
Diction Modbeh-ay-ROTE
UsageBeeroth
Part of speechn-pr-loc

Deuteronomy 10:6
ଏହାପରେ ଇଶ୍ରାୟେଲ ସନ୍ତାନଗଣ ବରେୋତ୍ ବନଯୋକନଠାରକ୍ସ୍ଟ ମାେଷେରୋତକୁ ୟାତ୍ରା କଲେ, ସେ ସ୍ଥାନ ରେ ହାରୋଣ ମଲେ ଓ ସହେି ସ୍ଥାନ ରେ ସେ କବର ପାଇଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ର ଇଲିଯାସର ତାଙ୍କ ପଦ ରେ ଯାଜକ କର୍ମ କଲା।

Joshua 9:17
ତେଣୁ ଇଶ୍ରାୟେଲର ଲୋକମାନେ ସେ ଲୋକମାନେ ଯେଉଁଠା ରେ ବାସ କରୁଥିଲେ, ସହେି ସ୍ଥାନକକ୍ସ୍ଟ ଗଲେ ଏବଂ ତୃତୀୟ ଦିନ, ଗିବିଯୋନ, କଫୀରା, ବରେୋତ୍ ଓ କରିଯତ ୟିଆରିମ୍ ନଗରମାନଙ୍କୁ ଆସିଲେ।

Joshua 18:25
ବିଦ୍ଯାମୀନ ବଂଶ ମଧ୍ଯ ଗିବିୟୋନର ରାମତ୍, ବରେୋତ୍,

2 Samuel 4:2
ଦକ୍ସ୍ଟଇଜଣ ପୁରୁଷ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍କକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏହି ଦକ୍ସ୍ଟଇଜଣ ପୁରୁଷ ସୈନ୍ଯମାନଙ୍କର ଅଧିନାଯକ ଥିଲେ। ସମାନେେ ରେଖବ୍ ଓ ବାନା, ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର ଥିଲେ। ସମାନେେ ବରେୋତୀଯ ନଗରର ବିନ୍ଯାମୀନ ପରିବାରବର୍ଗ ରେ ଗଣିତ ଥିଲେ।

Ezra 2:25
କିରିଯତ-ଯାରୀମ୍ ଓ କଫୀରା ଓ ବରେୋତ ସହରରୁ 743 ଜଣ।

Nehemiah 7:29
କିରିଯତ୍ ୟିଯାରୀମ, କଫୀରା ଓ ବରେୋତ ସହରରୁ 743 ଜଣ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்