Base Word
תְּשִׁיעִי
Short Definitionninth
Long Definitionninth (as ordinal number)
Derivationordinal from H8672
International Phonetic Alphabett̪ɛ̆.ʃɪi̯ˈʕɪi̯
IPA modtɛ̆.ʃiːˈʕiː
Syllabletĕšîʿî
Dictionteh-shee-EE
Diction Modteh-shee-EE
Usageninth
Part of speecha

Leviticus 25:22
ତୁମ୍ଭମାନେେ ଅଷ୍ଟମ ବର୍ଷ ରେ ଯେତବେେଳେ ବୁଣିବ ସେତବେେଳେ ତୁମ୍ଭମାନେେ ପୁରାତନ ଶସ୍ଯ ଖାଉଥିବ। ତୁମ୍ଭମାନେେ ନବମବର୍ଷ ଫଳ ଉତ୍ପନ୍ନ ହବୋ ପର୍ୟ୍ଯନ୍ତ ସହେି ପୁରାତନ ଶସ୍ଯ ଖାଇବ।

Numbers 7:60
ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା।

2 Kings 17:6
ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।

2 Kings 25:1
ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ଓ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।

1 Chronicles 12:12
ୟୋହାନନ ଅଷ୍ଟମ ସନୋଧ୍ଯକ୍ଷ ଥିଲେ, ଇଲ୍ସାବଦ୍ ନବମ ସନୋଧ୍ଯକ୍ଷ ଥିଲେ,

1 Chronicles 24:11
ନବମ ଦଳ ଥିଲା ଯଶୂେଯଙ୍କ ଦଳ।

1 Chronicles 25:16
ନବମ ରେ ମତ୍ତନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ

1 Chronicles 27:12
ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।

1 Chronicles 27:12
ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।

Ezra 10:9
ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்