Base Word
אֶתְמוֹל
Short Definitionheretofore; definitely yesterday
Long Definitionyesterday, recently, formerly
Derivationor אִתְמוֹל; or אֶתְמוּל; probably from H0853 or H0854 and H4136
International Phonetic Alphabetʔɛt̪ˈmol
IPA modʔɛtˈmo̞wl
Syllableʾetmôl
Dictionet-MOLE
Diction Modet-MOLE
Usagebefore (that) time, heretofore, of late (old), times past, yester(day)
Part of speechadv

1 Samuel 4:7
ତହିଁରେ ପଲେଷ୍ଟୀୟମାନେ ଭୀତ ହାଇେ କହିଲେ, ପରମେଶ୍ବର ଛାଉଣୀକି ଆସି ଅଛନ୍ତି, ଆହକ୍ସ୍ଟରି ମଧ୍ଯ ସମାନେେ କହିଲେ, ହାୟ! ଆମ୍ଭମାନେେ ଅସକ୍ସ୍ଟବିଧା ରେ ଅଛକ୍ସ୍ଟ। ଏହା ପୂର୍ବରକ୍ସ୍ଟ ଏପରି କବେେ ହାଇନୋହିଁ।

1 Samuel 10:11
ଏଥି ରେ ଯେଉଁମାନେ ପୂର୍ବରକ୍ସ୍ଟ ଶାଉଲଙ୍କକ୍ସ୍ଟ ଜାଣିଥିଲେ ସମାନେେ ଦେଖିଲେ ଯେ, ସେ ଭବିଷ୍ଯଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ଗହଣ ରେ ନାଚକ୍ସ୍ଟଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହବୋକକ୍ସ୍ଟ ଲାଗିଲେ, କୀଶର ପକ୍ସ୍ଟତ୍ର ପ୍ରତି କ'ଣ ଘଟିଲା? ଶାଉଲ କ'ଣ ଭବିଷ୍ଯଦ୍ବକ୍ତାମାନଙ୍କ ମଧିଅରେ ଜଣେ?

1 Samuel 14:21
ଯେଉଁ ଏବ୍ରୀଯମାନେ ପଲେଷ୍ଟୀୟମାନଙ୍କ ଛାଉଣୀ ରେ ସବୋ କରୁଥିଲେ। ବର୍ତ୍ତମାନ ସମାନେେ ମଧ୍ଯ ଶାଉଲ ଓ ଯୋନାଥନ ସହିତ ଥିବା ଇଶ୍ରାୟେଲ ଲୋକଙ୍କ ୟୋଗ ଦେଲେ।

1 Samuel 19:7
ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।

2 Samuel 5:2
ଏପରିକି ଯେତବେେଳେ ଶାଉଲ ରାଜା ଥିଲେ ସେତବେେଳେ ଆପଣ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧ ରେ ଆଗଇେ ନଇେଥିଲେ। ଆଉ ଆପଣ ହେଉଛନ୍ତି ସହେି ଲୋକ ଯେ କି ଯୁଦ୍ଧରୁ ଇଶ୍ରାୟେଲକକ୍ସ୍ଟ ନିରାପଦ ରେ ଫରୋଇ ଆଣିଥିଲେ ଏବଂ ସଦାପ୍ରଭୁ ତୁମ୍ଭକୁ କହିଛନ୍ତି, 'ତୁମ୍ଭେ ମାରେ ଲୋକମାନଙ୍କର ମଷେପାଳକ ହବେ। ଇଶ୍ରାୟେଲ ଓ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କ ଉପରେ ଶାସନ କରିବ।'

Psalm 90:4
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ଯ ଓ ରାତ୍ରୀର ଅଳ୍ପ ସମୟପରି।

Isaiah 30:33
ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

Micah 2:8
କିନ୍ତୁ ତୁମ୍ଭମାନେେ ଆମ୍ଭର ଲୋକମାନଙ୍କ ପ୍ରତି ଶତୃ ତୁଲ୍ଯ ହାଇେଛ। ପଥଗ୍ଭରୀମାନଙ୍କର ଉତ୍ତରୀଯ ବସ୍ତ୍ର ତୁମ୍ଭମାନେେ ଛଡାଇ ନଇେଛ। ସହେି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି। କିନ୍ତୁ ତୁମ୍ଭମାନେେ ୟୁଦ୍ଧ ବନ୍ଦୀ ସଦୃଶ ସମାନଙ୍କେଠାରୁ ସମସ୍ତ ଛଡାଇ ନିଅ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்