Base Word
אָתָה
Short Definitionto arrive
Long Definitionto come, arrive
Derivationor אָתָא; a primitive root (collateral to H0225 contraction)
International Phonetic Alphabetʔɔːˈt̪ɔː
IPA modʔɑːˈtɑː
Syllableʾātâ
Dictionaw-TAW
Diction Modah-TA
Usage(things to) (be-)come (upon), bring
Part of speechv

Deuteronomy 33:2
ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,

Deuteronomy 33:21
ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସକ୍ସ୍ଟରକ୍ଷିତ ଅଛି। ସେ ଲୋକମାନଙ୍କର ନତେୃବର୍ଗଙ୍କ ପାଖକକ୍ସ୍ଟ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇଶ୍ରାୟେଲବାସୀ ପାଇଁ ମଙ୍ଗଳ।

Job 3:25
କାରଣ ମୁଁ ଯେଉଁ ବିଷଯ ରେ ଭୟ କରୁଥିଲି ତାହା ହିଁ ମାେ ପ୍ରତି ଘଟିଲା ଏବଂ ଯେଉଁ ବିଷଯ ରେ ଅତି ଆଶଙ୍କା କରୁଥିଲି ତାହା ମାେ ନିକଟରେ ଉପସ୍ଥିତ ହେଲା।

Job 16:22
ଆଉ କିଛି ବର୍ଷ ପରେ ମୁଁ ସହେି ମୃତ୍ଯୁ ରାଜ୍ଯକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ।

Job 30:14
ସମାନେେ ପାଚରେୀ ରେ ଏକ ସିନ୍ଧି କରନ୍ତି ଓ ୟୋର ଜବରଦସ୍ତ ସହେି ମଧ୍ଯ ଦଇେ ପ୍ରବେଶ କରନ୍ତି। ଝଡ଼ର ତାଣ୍ଡବ ଲୀଳା ରେ ସମାନେେ ସହଜ ରେ ଗତି କରନ୍ତି।

Job 37:22
ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।

Psalm 68:31
ମିଶରୀଯମାନଙ୍କୁ ମୂଲ୍ଯବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ। ପରମେଶ୍ବର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ୍ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।

Proverbs 1:27
ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।

Isaiah 21:12
ପ୍ରହରି ଉତ୍ତର କଲା, ପ୍ରଭାତ ଆସୁଅଛି, ମାତ୍ର ତା'ପ ରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଚାରିବାର ଅଛି, ତବେେ ତୁମ୍ଭମାନେେ ଫରେିଆସ ଓ ପଚାର।'

Isaiah 21:12
ପ୍ରହରି ଉତ୍ତର କଲା, ପ୍ରଭାତ ଆସୁଅଛି, ମାତ୍ର ତା'ପ ରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଚାରିବାର ଅଛି, ତବେେ ତୁମ୍ଭମାନେେ ଫରେିଆସ ଓ ପଚାର।'

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்