Base Word
תְּמוּנָה
Short Definitionsomething portioned (i.e., fashioned) out, as a shape, i.e., (indefinitely) phantom, or (specifically) embodiment, or (figuratively) manifestation (of favor)
Long Definitionform, image, likeness, representation, semblance
Derivationor תְּמֻנָה; from H4327
International Phonetic Alphabett̪ɛ̆.muːˈn̪ɔː
IPA modtɛ̆.muˈnɑː
Syllabletĕmûnâ
Dictionteh-moo-NAW
Diction Modteh-moo-NA
Usageimage, likeness, similitude
Part of speechn-f

Exodus 20:4
ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।

Numbers 12:8
ମୁଁ ତା ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ଯ ରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହାଇେ ପ୍ରକାଶ୍ଯ ଭାବରେ ତା ସହିତ କଥା କ ହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧ ରେ କଥା କହିବାକୁ ତୁମ୍ଭମାନେେ କାହିଁକି ଭୀତ ହେଲ ନାହିଁ?

Deuteronomy 4:12
ଏହାପରେ ସଦାପ୍ରଭୁ ସହେି ଅଗ୍ନି ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କୁ କଥା କହିଲେ। ତୁମ୍ଭମାନେେ ବାକ୍ଯର ଶଦ୍ଦ ଶକ୍ସ୍ଟଣିଲ। ମାତ୍ର କୌଣସି ମୂର୍ତ୍ତି ଦେଖିଲ ନାହିଁ।

Deuteronomy 4:15
ସହେିଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସହେି ଅଗ୍ନିଶିଖାରକ୍ସ୍ଟ କଥା କହିବା ସମୟରେ (ହାରେବେ ରେ) ତୁମ୍ଭମାନେେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ।

Deuteronomy 4:16
ତେଣୁ ସାବଧାନ ହକ୍ସ୍ଟଅ, ନଚେତ୍ ତୁମ୍ଭମାନେେ ଧ୍ବଂସ ହବେ। ଯଦି ତୁମ୍ଭମାନେେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜିବୀତ ପୁରୁଷ ବା ସ୍ତ୍ରୀ ପରି ହାଇେଥିବ।

Deuteronomy 4:23
ତୁମ୍ଭମାନେେ ଆପଣା ବିଷଯ ରେ ସାବଧାନ ହକ୍ସ୍ଟଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିଯମ ତୁମ୍ଭମାନେେ ପାଶୋରି ୟିବ ନାହିଁ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଷିଦ୍ଧ କୌଣସି ବସ୍ତକ୍ସ୍ଟର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।

Deuteronomy 4:25
ତୁମ୍ଭମାନେେ ସେ ଦେଶ ରେ ବହକ୍ସ୍ଟତ ଦିନ ବସବାସ କରିବ। ସଠାେରେ ତୁମ୍ଭମାନଙ୍କର ପକ୍ସ୍ଟତ୍ର ଓ ନାତିମାନେ ମଧ୍ଯ ବାସ କରିବେ। ତୁମ୍ଭମାନେେ ସଠାେରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକକ୍ସ୍ଟ କ୍ଷକ୍ସ୍ଟର୍ଣ କରିବ। ଯେତବେେଳେ ତୁମ୍ଭମାନେେ ଏପରି କରିବ, ପରମେଶ୍ବର ତୁମ୍ଭମାନଙ୍କ ଉପରେ କୋରଧ କରିବେ।

Deuteronomy 5:8
ତୁମ୍ଭମାନେେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭମାନେେ ସ୍ବର୍ଗ ରେ, ମର୍ତ୍ତ ରେ ଓ ପାଣି ଭିତ ରେ ଦେଖକ୍ସ୍ଟଛ। ତୁମ୍ଭମାନେେ ସଗେକ୍ସ୍ଟଡିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ।

Job 4:16
ସହେି ଆତ୍ମା ମାରେ ସମ୍ମୁଖ ରେ ଥିଲା କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି। ତା'ର ମୂର୍ତ୍ତି ମାେ ଚକ୍ଷୁ ସମ୍ମୁଖ ରେ ଥିଲା ଏବଂ ଚାରିଆଡ଼େ ନିଶବ୍ଦ ଥିଲା। ତା'ପରେ ମୁଁ ଏକ ଧୀର ସ୍ବର ଶୁଣିବାକୁ ପାଇଲି।

Psalm 17:15
ମୁଁ ନ୍ଯାଯ ପାଇଁ ଏସବୁ ପ୍ରାର୍ଥନା କରୁଛି। ତଣେୁ ମୁଁ ନିଶ୍ଚଯ ତୁମ୍ଭର ମୁଖ ଦର୍ଶନ କରିବି ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ଯନ୍ତ ତୃପ୍ତ ହବେି।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்