Base Word
תַּזְנוּת
Short Definitionharlotry, i.e., (figuratively) idolatry
Long Definitionfornication, harlotry
Derivationor תַּזְנֻת; from H2181
International Phonetic Alphabett̪ɑd͡zˈn̪uːt̪
IPA modtɑzˈnut
Syllabletaznût
Dictiontahdz-NOOT
Diction Modtahz-NOOT
Usagefornication, whoredom
Part of speechn-f

Ezekiel 16:15
କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।

Ezekiel 16:20
ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?

Ezekiel 16:22
ଏବଂ ତୁମ୍ଭର ସବୁ ଘୃଣ୍ଯ ଓ ବ୍ଯଭିଚାର କାର୍ୟ୍ଯ କଲା ବେଳେ ଆପଣା ୟୌବନାବସ୍ଥା ରେ ସହେି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତ ରେ କିପରି ଛଟପଟ ହେଉଛିଲା ତାହା ସ୍ମରଣ କଲ ନାହିଁ।

Ezekiel 16:25
ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ୟ୍ଯକୁ ଘୃଣା କରିଅଛ। ଆଉ ପ୍ରେତ୍ୟକକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ଯଭିଚାରୀତାର ସୀମା ନାହିଁ।

Ezekiel 16:26
ତୁମ୍ଭେ ମିଶର ସହିତ ଅବାଧ ୟୌନକ୍ରିଯା ଉପ ଭୋଗ କରିଛ, ତୁମ୍ଭର ବୃହତ ୟୌନାଙ୍ଗ ରେ ପଡ଼ୋଶୀ ୟୌନକ୍ରିଯା କରିଛନ୍ତି। ମାେତେ ବିରକ୍ତ କରିବା ପାଇଁ ତୁମ୍ଭେ ତା' ସହିତ ବହୁବାର ୟୌନକ୍ରିଯା କରିଥିଲ।

Ezekiel 16:29
ତୁମ୍ଭେ କିଣାନ ଓ ବାବିଲକୁ ୟାଇଅଛ ଏବଂ ସଠାେ ରେ ତୁମ୍ଭର ବ୍ଯଭିଚାର ବଢ଼ାଇଛ, ତଥାପି ତୃପ୍ତ ହାଇେ ନାହଁ।

Ezekiel 16:33
ଲୋକେ ବେଶ୍ଯାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ ରମେିକମାନ୍କୁ ଭଡ଼ା ଦଇେ ବ୍ଯଭିଚାର କରୁଅଛ। ଆଉ ତୁମ୍ଭର ବେଶ୍ଯାବୃତ୍ତି କ୍ରମେ ସମାନେେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସମାନଙ୍କେୁ ଲାଞ୍ଚ ଦଇେଅଛ।

Ezekiel 16:34
ତୁମ୍ଭର ବେଶ୍ଯାବୃତ୍ତି ଅନ୍ୟ ବେଶ୍ଯାଙ୍କଠାରୁ ବିପରୀତ ଅଟେ। ଅନ୍ୟ ବେଶ୍ଯାମାନେ ଜାର ପୁରୁଷଠାରୁ ଭଡ଼ା ନେଉଥିଲା ବେଳେ ତୁମ୍ଭେ ଜାରପୁରୁଷକୁ ତୁମ୍ଭ ସହିତ ବ୍ଯଭିଚାର ପାଇଁ ଭଡ଼ା ଦଇେଥାଅ।

Ezekiel 16:36
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପ୍ ରମେିକଗଣ ସଙ୍ଗେ ବ୍ଯଭିଚାର ହତେୁ ତୁମ୍ଭର ଉଲଗ୍ନତା ଅନାବୃତ ହାଇେଅଛି। ତୁମ୍ଭେ ତୁମ୍ଭର ଘୃଣ୍ଯ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦଇେଅଛି।

Ezekiel 23:7
ଏବଂ ସେ ଅଶୂରର ସମ୍ଭ୍ରାନ୍ତ ଲୋକଙ୍କ ସଙ୍ଗ ରେ ବ୍ଯଭିଚାର କଲେ। ସେ ଯେକୌଣସି ଲୋକ ପ୍ରତି ପ୍ ରମେ ରେ ଆସକ୍ତା ଥିଲା। ସେ ତା'ର ପ୍ରତିମାଗଣ ଦ୍ବାରା ଆପଣାକୁ ଅପବିତ୍ର କଲା।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்