Base Word
תּוּר
Short Definitionto meander (causatively, guide) about, especially for trade or reconnoitring
Long Definitionto seek, search out, spy out, explore
Derivationa primitive root
International Phonetic Alphabett̪uːr
IPA modtuʁ
Syllabletûr
Dictiontoor
Diction Modtoor
Usagechap(-man), sent to descry, be excellent, merchant(-man), search (out), seek, (e-)spy (out)
Part of speechv

Numbers 10:33
ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।

Numbers 13:2
ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦବେି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସମାନଙ୍କେର ପ୍ରେତ୍ୟକକ ପିତୃବଂଶ ମଧିଅରେ ଯେଉଁ ମାନେ ଅଧିପତି, ସମାନଙ୍କେୁ ପଠାଅ।

Numbers 13:16
ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।

Numbers 13:17
ଆଉ ମାଶାେ ଏମାନଙ୍କୁ କିଣାନ ଦେଶ ରେ ଗୁପ୍ତଚର କାର୍ୟ୍ଯ କରିବାକୁ ପଠାଇ ସମାନଙ୍କେୁ କହିଲେ, ତୁମ୍ଭମାନେେ ନଗେଭେକୁ ୟାଅ ଏବଂ ତା'ପରେ ପର୍ବତମଯ ଦେଶକୁ ୟାଅ।

Numbers 13:21
ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।

Numbers 13:25
ସମାନେେ ଚାଳିଶ ଦିନ ସହେି ଦେଶ ଅନୁସନ୍ଧାନ କଲାପରେ ଫରେି ଆସିଲେ।

Numbers 13:32
ଏହିରୂପେ ସମାନେେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇଶ୍ରାୟେଲର ଲୋକମାନଙ୍କ ନିକଟରେ ସହେି ଦେଶର ଅଖ୍ଯାତି କରି କହିଲେ, ଯେଉଁ ଦେଶର ମଧ୍ଯ ଦଇେ ଆମ୍ଭମାନେେ ୟାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭମାନେେ ଯେତେ ଲୋକଙ୍କୁ ସଠାେରେ ଦେଖିଲୁ ସମାନେେ ବଡ ଡେଙ୍ଗା।

Numbers 13:32
ଏହିରୂପେ ସମାନେେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇଶ୍ରାୟେଲର ଲୋକମାନଙ୍କ ନିକଟରେ ସହେି ଦେଶର ଅଖ୍ଯାତି କରି କହିଲେ, ଯେଉଁ ଦେଶର ମଧ୍ଯ ଦଇେ ଆମ୍ଭମାନେେ ୟାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭମାନେେ ଯେତେ ଲୋକଙ୍କୁ ସଠାେରେ ଦେଖିଲୁ ସମାନେେ ବଡ ଡେଙ୍ଗା।

Numbers 14:6
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।

Numbers 14:7
ଆଉ ଏହି ଦୁଇଲୋକ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, ଆମ୍ଭମାନେେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ୟାଇଥିଲୁ, ତାହା ଅତ୍ଯନ୍ତ ଉତ୍ତମ ଦେଶ।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்