Base Word
תַּהְפֻּכָה
Short Definitiona perversity or fraud
Long Definitionperversity, perverse thing
Derivationfrom H2015
International Phonetic Alphabett̪ɑh.puˈkɔː
IPA modtɑh.puˈχɑː
Syllabletahpukâ
Dictionta-poo-KAW
Diction Modta-poo-HA
Usage(very) froward(-ness) (thing), perverse thing
Part of speechn-f

Deuteronomy 32:20
ତେଣୁ ସଦାପ୍ରଭୁ କହିଲେ, 'ଆମ୍ଭେ ତାଙ୍କଠାରକ୍ସ୍ଟ ଦୂର ହବୋ, ତା'ପରେ ଦେଖିବା ତାଙ୍କର କ'ଣ ହେଉଛି। ସମାନେେ ବିଦ୍ରୋହୀ ଲୋକ ସମାନେେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ବସ୍ତତା ନାହିଁ

Proverbs 2:12
ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି।

Proverbs 2:14
ସମାନେେ ଆନନ୍ଦ ପାଆନ୍ତି, ଯେତବେେଳେ ସମାନେେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସମାନେେ ଉପ ଭୋଗ କରନ୍ତି।

Proverbs 6:14
ତା'ର ହୃଦଯ ରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ୟୁକ୍ତିତର୍କ ଓ କଳି ଆରମ୍ଭ କରେ।

Proverbs 8:13
ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।

Proverbs 10:31
ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ବା ଉଚ୍ଛିନ୍ନ ହବେ।

Proverbs 10:32
ଧାର୍ମିକ ଲୋକମାନେ କଣ କହିବାକୁ ହବେ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧା ରେ ପକାଏ।

Proverbs 16:28
କୁଟିଳ ମନୁଷ୍ଯ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ବ ନଷ୍ଟ କରନ୍ତି।

Proverbs 16:30
ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷଯ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧ ରେ, ମନ୍ଦକର୍ମ ସିଦ୍ଧ କରୁଥାଏ।

Proverbs 23:33
ତୁମ୍ଭର ଚକ୍ଷୁ ବିପରୀତ ବିଷଯ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ବନ୍ଦପୂର୍ଣ୍ଣ ହବେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்