Base Word
תְּהִלָּה
Short Definitionlaudation; specifically (concretely) a hymn
Long Definitionpraise, song or hymn of praise
Derivationfrom H1984
International Phonetic Alphabett̪ɛ̆.hɪlˈlɔː
IPA modtɛ̆.hiˈlɑː
Syllabletĕhillâ
Dictionteh-hil-LAW
Diction Modteh-hee-LA
Usagepraise
Part of speechn-f

Exodus 15:11
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!

Deuteronomy 10:21
ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭେ ଯାହା ଯାହା ଦେଖକ୍ସ୍ଟଛ ସହେିସବୁ ମହତ୍ ଓ ଭୟଙ୍କର କର୍ମ ସେ ତକ୍ସ୍ଟମ୍ଭପାଇଁ କରିଛନ୍ତି।

Deuteronomy 26:19
ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରକ୍ସ୍ଟ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ଯାତି ଓ ସମ୍ମାନ ଦବେେ। ଏବଂ ତୁମ୍ଭମାନେେ ତାଙ୍କର ନିଜର ପବିତ୍ର ଲୋକ ହବେ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।

1 Chronicles 16:35
ସଦାପ୍ରଭୁଙ୍କୁ କୁହ, ହେ ପରମମେଶ୍ବର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତବେେ, ଆମ୍ଭମାନେେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତବେେ ଆମ୍ଭମାନେେ ସଂଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।

2 Chronicles 20:22
ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

Nehemiah 9:5
ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।

Nehemiah 12:46
ପୂର୍ବକାଳ ରେ ଦାଉଦ ଓ ଆସଫ୍ ସମୟରେ ଗାଯକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦାର୍ଥକ ନାନା ଓ ଗୀତ ଥିଲା।

Psalm 9:14
ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।

Psalm 22:3
ହେ ପରମେଶ୍ବର, ତୁମ୍ଭେ ଏକମାତ୍ର ପବିତ୍ର ଅଟ। ତୁମ୍ଭେ ରାଜାର ଆସନରେ ଆସୀନ। ଇଶ୍ରାୟେଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।

Psalm 22:25
ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜଯଗାନ କଲି ତାହା ତୁମ୍ଭ ପ୍ରରଣୋର ଫଳ। ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମାରେ ନବୈେଦ୍ଯ ତାଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗ କରିବି ୟାହା ମୁଁ ପ୍ରତିଜ୍ଞା କରିଛି।

Occurences : 57

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்