Base Word
שָׁפַךְ
Short Definitionto spill forth (blood, a libation, liquid metal; or even a solid, i.e., to mound up); also (figuratively) to expend (life, soul, complaint, money, etc.); intensively, to sprawl out
Long Definitionto pour, pour out, spill
Derivationa primitive root
International Phonetic Alphabetʃɔːˈpɑk
IPA modʃɑːˈfɑχ
Syllablešāpak
Dictionshaw-PAHK
Diction Modsha-FAHK
Usagecast (up), gush out, pour (out), shed(-der) (out), slip
Part of speechv

Genesis 9:6
ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।

Genesis 9:6
ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।

Genesis 37:22
କୌଣସି ରକ୍ତପାତ କର ନାହିଁ! ତାକୁ ଏକ ଜଙ୍ଗଲର ଶୁଷ୍କ କୂଅ ରେ ଫିଙ୍ଗି ଦିଅ, କିନ୍ତୁ, ତୁମ୍ଭମାନେେ ନିଜେ ତାକୁ ଆଘାତ କରନାହିଁ। କାରଣ ତାକୁ ନମାରି ପିତାଙ୍କ ନିକଟକୁ ପଠାଇ ଦବୋ ପାଇଁ ରୂବନରେ ଏହି ଯୋଜନା ଥିଲା।

Exodus 4:9
ଯଦି ସମାନେେ ଏହି ଦୁଇଟି ପ୍ରମାଣ ଦେଖିବାପରେ ତୁମ୍ଭକୁ ବିଶ୍ବାସ ନ କରନ୍ତି, ଏବଂ ତଥାପି ଯଦି ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ନିଳନଦୀରୁ କିଛି ଜଳ ନଇେ ଭୂମିରେ ଢାଳିବ ତାହା ଭୂମିରେ ପଡିଲା ମାତ୍ ରେ ରକ୍ତ ହାଇଯେିବ।

Exodus 29:12
ଏହାପରେ ସହେି ପାଛୁରୀର କିଛି ରକ୍ତ ୟଜ୍ଞବଦେୀ ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳି ରେ ରକ୍ତ ନଇେ ୟଜ୍ଞବଦେୀର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବଦେୀ ମୂଳ ରେ ଢାଳ।

Leviticus 4:7
ଯାଜକ ସଦାପ୍ରଭୁଙ୍କ ଆଗ ରେ କିଛି ରକ୍ତ ନଇେ ସମାଗମ ତମ୍ବୁର ସୁଗନ୍ଧି ଧୂପବଦେୀର ପାଶର୍‌ବ ରେ ରଖିବା ଉଚିତ୍ ହବେ। ତ'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନଇେ ସମାଗମ ତମ୍ବୁର ଦ୍ବାରସ୍ଥିତ ୟଜ୍ଞବଦେୀ ମୂଳ ରେ ଢାଳିବ।

Leviticus 4:18
ଆଉ ଯାଜକ ସହେି ରକ୍ତରୁ କିଛି ନଇେ ସମାଗମ ତମ୍ବୁ ମଧିଅରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀ ଶୃଙ୍ଗ ଉପରେ ଦବେ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ ତମ୍ବୁର ଦ୍ବାର ସମୀପକୁ ହୋମବଦେୀ ମୂଳ ରେ ଢାଳିବ।

Leviticus 4:25
ତା'ପରେ ଯାଜକ ଆପଣା ଅଙ୍ଗୁଳି ରେ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ନଇେ ହାମବଦେେୀର ଶିଙ୍ଗ ଉପରେ ଦବେ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହାମବଦେେୀ ମୂଳ ରେ ଢାଳିବ।

Leviticus 4:30
ତା'ପରେ ସେ ଯାଜକ ଅଙ୍ଗୁଳି ରେ ତା'ର ରକ୍ତରୁ କିଛି ନଇେ ହୋମବଦେୀର ଶୃଙ୍ଗ ଉପରେ ଦବେ, ଆଉ ତା'ର ସମସ୍ତ ରକ୍ତ ୟଜ୍ଞବଦେୀ ମୂଳ ରେ ଢାଳିବ।

Leviticus 4:34
ତା'ପରେ ସେ ଯାଜକ ସହେି ପାପାର୍ଥକ ନବୈେଦ୍ଯର ରକ୍ତରୁ କିଛି ଅଙ୍ଗୁଳି ରେ ନଇେ ହୋମବଦେୀର ଶିଙ୍ଗ ଉପରେ ଦବେ ଓ ଆଉ ସମସ୍ତ ରକ୍ତ ୟଜ୍ଞବବଦେୀ ମୂଳ ରେ ଢାଳିବ।

Occurences : 115

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்