Base Word
שָׁסָה
Short Definitionto plunder
Long Definitionto spoil, plunder, take spoil
Derivationor שָׁשָׂה; (Isaiah 10:13), a primitive root
International Phonetic Alphabetʃɔːˈsɔː
IPA modʃɑːˈsɑː
Syllablešāsâ
Dictionshaw-SAW
Diction Modsha-SA
Usagedestroyer, rob, spoil(-er)
Part of speechv

Judges 2:14
ସଦାପ୍ରଭୁ ଇଶ୍ରାୟେଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ବର ଲକ୍ସ୍ଟସ୍ଖନକାରୀମାନଙ୍କୁ ସମାନଙ୍କେ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସମାନେେ ଇଶ୍ରାୟେଲର ଲୋକମାନଙ୍କୁ ଲକ୍ସ୍ଟସ୍ଖନ କଲେ। ସଦାପ୍ରଭୁ ସମାନଙ୍କେର ଚତକ୍ସ୍ଟଃପାଶର୍‌ବ ରେ ଥିବା ଶତୃମାନଙ୍କୁ ସାହାୟ୍ଯ କଲେ, ସମାନଙ୍କେୁ ହରାଇବାକକ୍ସ୍ଟ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କ ବିରକ୍ସ୍ଟଦ୍ଧରକ୍ସ୍ଟ ନିଜକକ୍ସ୍ଟ ରକ୍ଷା କରିପାରିଲେ ନାହିଁ।

Judges 2:16
ଏହାପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି କଲେ। ଏବଂ ସହେି ବିଗ୍ଭରକର୍ତ୍ତାଗଣ, ସମାନଙ୍କେର ଧନସଐତ୍ତି ଯେଉଁମାନେ ନଇେଥିଲେ, ସହେି ଶତୃମାନଙ୍କ ହାତରକ୍ସ୍ଟ ସମାନଙ୍କେୁ ଉଧାର କଲେ।

1 Samuel 14:48
ଶାଉଲ ସାହାସୀ ଥିଲେ। ସେ ଇଶ୍ରାୟେଲୀୟମାନଙ୍କ ଲକ୍ସ୍ଟସ୍ଖନକାରୀଙ୍କକ୍ସ୍ଟ ଦମନ କଲେ। ସେ ଏପରିକି ଅମାଲକେୀଯମାନଙ୍କୁ ପରାସ୍ତ କଲେ।

1 Samuel 23:1
ଲୋକମାନେ ଦାଉଦଙ୍କକ୍ସ୍ଟ କହିଲେ, ଦେଖ, ପଲେଷ୍ଟୀୟମାନେ କିଯୀଲାମାନଙ୍କ ବିରକ୍ସ୍ଟଦ୍ଧ ରେ ଲଢକ୍ସ୍ଟଛନ୍ତି ଓ ଖଳାରକ୍ସ୍ଟ ଶସ୍ଯ ଗ୍ଭରେି କରୁଛନ୍ତି।

2 Kings 17:20
ଏଣୁ ସଦାପ୍ରଭୁ ସମସ୍ତ ଇଶ୍ରାୟେଲୀୟଙ୍କୁ ଅଗ୍ରାହ୍ଯ କଲେ। ସେ ସମାନଙ୍କେୁ କ୍ଲେଶ ଦେଲେ। ସମାନଙ୍କେୁ ବିନାଶକାରୀମାନଙ୍କ ହସ୍ତ ରେ ସମର୍ପଣ କଲେ। ଶଷେ ରେ ସେ ସମାନଙ୍କେୁ ନିଜ ଦୃଷ୍ଟି ପଥରୁ ଦୂ ରଇେ ଦେଲେ ଓ ସମାନଙ୍କେୁ ପରିତ୍ଯାଗ କଲେ।

Psalm 44:10
ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ। ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନଇଗେଲେ।

Isaiah 10:13
ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

Isaiah 17:14
ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

Isaiah 42:22
ଏହି ଲୋକମାନଙ୍କୁ ଦେଖ। ସମାନେେ ଅପହୃତ ଓ ଲୁଣ୍ଠିତ। ସମାନେେ ଗର୍ଭ ରେ ପାଶବଦ୍ଧ ଓ କାରାଗାର ରେ ଲୁଚା ୟାଇଛନ୍ତି। ସମାନଙ୍କେର ଧନ ଲୁଣ୍ଠିତ ହାଇେଛି। ସମାନଙ୍କେୁ ଉଦ୍ଧାର କରିବାକୁ କହେି ନାହାଁନ୍ତି। ସମାନଙ୍କେର ଲୁଣ୍ଠିତ ଦ୍ରବ୍ଯକୁ ଫରୋଇ ଦବୋ' ପାଇଁ କହିବାକୁ ମଧ୍ଯ କହେି ନାହିଁ।

Jeremiah 50:11
ହେ ବାବିଲ, ତୁମ୍ଭେ ମାରେ ସମ୍ପତ୍ତିର ଲୁଣ୍ଠନ କରିଛ। ତୁମ୍ଭମାନେେ ଆନନ୍ତ ଓ ଉଲ୍ଲାସ କରୁଅଛ। ତୁମ୍ଭମାନେେ ଶସ୍ଯ ମର୍ଦ୍ଦନକାରୀ ବଳଦ ସଦୃଶ କୁଦା ମାରୁଛ ଓ ବଳବାନ୍ ଅଶ୍ବପରି ହେସ୍ରାରବ କରୁଅଛ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்