Base Word
שָׁמֵן
Short Definitiongreasy, i.e., gross; figuratively, rich
Long Definitionfat, rich, robust
Derivationfrom H8080
International Phonetic Alphabetʃɔːˈmen̪
IPA modʃɑːˈmen
Syllablešāmēn
Dictionshaw-MANE
Diction Modsha-MANE
Usagefat, lusty, plenteous
Part of speecha

Genesis 49:20
ଆଶରେ ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀଯଭକ୍ଷ ଯୋଗଇବ।

Numbers 13:20
ପୁଣି ସହେି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧିଅରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭମାନେେ ସାହସୀ ହାଇେ ସହେି ଦେଶର ଫଳରୁ କିଛି ସଙ୍ଗ ରେ ଆଣ। ସହେି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।

Judges 3:29
ଇଶ୍ରାୟେଲର ଲୋକମାନେ ମାୟୋବର 10,000 ସାହାସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ଯା କଲେ। କୌଣସି ଗୋଟିଏ ହେଲେ ମାୟୋବର ଲୋକଙ୍କକ୍ସ୍ଟ ପଳାଇ ୟିବାକକ୍ସ୍ଟ ସମାନେେ ଦେଲେ ନାହିଁ।

1 Chronicles 4:40
ସମାନେେ ସଠାେରେ ପ୍ରଚୁର ଘାସ ରେ ଭରା ଅତ୍ଯୁତ୍ତମ ଚାରଣଭୂମି ପାଇଲେ। ସଠାେରେ ସମାନେେ ଅନକେ ଉତ୍ତମସ୍ଥାନ ମଧ୍ଯ ପାଇଲେ। ସହେି ସ୍ଥାନ ଅତ୍ଯନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତ ରେ ହାମ୍ଙ୍କ ବଂଶଧରମାନେ ସଠାେରେ ବାସ କରୁଥିଲେ।

Nehemiah 9:25
ତହିଁରେ ସମାନେେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ଦେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ ଗୃହ, ଖାଦେିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ତୁମ୍ଭର ମହା ମଙ୍ଗଳ ଦାନ ରେ ଆନନ୍ଦ କଲେ।

Nehemiah 9:35
ହତେୁ ସମାନେେ ଆପଣାମାନଙ୍କ ରାଜ୍ଯ ରେ ସମାନଙ୍କେୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳ ରେ ଓ ସମାନଙ୍କେ ସମ୍ମୁଖ ରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶ ରେ ତୁମ୍ଭର ସବୋ କରି ନାହାଁନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫରେି ନାହାଁନ୍ତି।

Isaiah 30:23
ସହେି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦବେେ। ତୁମ୍ଭମାନେେ ଶସ୍ଯ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହବେ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଚାରଣ ଭୂମି ହବେ।

Ezekiel 34:14
ମୁଁ ସମାନଙ୍କେୁ ଉତ୍ତମ ଚାରଣ ଭୂମିରେ ଚରାଇବି। ଏବଂ ଇଶ୍ରାୟେଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପ ରେ ସମାନଙ୍କେର ଗୋଠ ହବେ। ସହେି ସ୍ଥାନ ରେ ସମାନେେ ଉତ୍ତମ ଗୋଠ ରେ ଶଯନ କରିବେ ଓ ଇଶ୍ରାୟେଲର ପର୍ବତଗୁଡ଼ିକର ପୁଷ୍ଟିକର ଚାରଣ ଭୂମିରେ ସମାନେେ ଚରିବେ।

Ezekiel 34:16
ହଜି ୟାଇଥିବା ମଷେମାନଙ୍କୁ ମୁଁ ଅନ୍ବଷେଣ କରିବି ଆଉ ଛିନ୍ନଭିନ୍ନ ହାଇେଥିବା ମଷେମାନଙ୍କୁ ଫରୋଇ ଆଣିବି। ଏବଂ ଆହତ ମଷେର କ୍ଷତ ରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସହେି ହୃଷ୍ଟପୁଷ୍ଟ ଓ ବଳବାନ୍କୁ ସଂହାର କରିବି ଓ ଯଥାର୍ଥ ଭାବେ ସମାନଙ୍କେୁ ମଣିବି।

Habakkuk 1:16
ତା'ର ଜାଲ ତାକୁ ଧନୀଲୋକ ପରି ଚଳିବା ରେ ସାହାୟ୍ଯ କରେ ଏବଂ ଉତ୍ତମ ଖାଦ୍ୟ ଯୋଗଏ। ତେଣୁ ଶତୃ ତା'ର ଜାଲକୁ ପୂଜା କରେ। ସେ ତା'ର ଜାଲକୁ ସମ୍ମାନ ଦବୋକୁ ବଳିଦାନ ଓ ଧୂପ ଦିଏ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்