Base Word
שְׁמִינִי
Short Definitioneight
Long Definitioneighth (ordinal number)
Derivationfrom H8083
International Phonetic Alphabetʃɛ̆.mɪi̯ˈn̪ɪi̯
IPA modʃɛ̆.miːˈniː
Syllablešĕmînî
Dictionsheh-mee-NEE
Diction Modsheh-mee-NEE
Usageeight
Part of speecha

Exodus 22:30
ତୁମ୍ଭମାନଙ୍କର ମଷେ, ଗୋବତ୍ସା ଇତ୍ଯାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖ ରେ ସାତଦିନ ରଖି ଅଷ୍ଟମ ଦିନ ରେ ମାଠାେ ରେ ଉତ୍ସର୍ଗ କରିବ।

Leviticus 9:1
ଅନନ୍ତର ଅଷ୍ଟମ ଦିନ ରେ ମାଶାେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଡକାଇଲେ।

Leviticus 12:3
ଅଷ୍ଟମ ଦିନ ରେ ବାଳକ ନିଶ୍ଯ ସୁନ୍ନତ ହବେ।

Leviticus 14:10
ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।

Leviticus 14:23
ଆଉ ଅଷ୍ଟମ ଦିନ ରେ ସହେି ଲୋକ ସମସ୍ତ ଦ୍ରବ୍ଯ ଆଣି ସମାଗମ ତମ୍ବୁ ଦ୍ବାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସହେି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖ ରେ ତା'ର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହବେ।

Leviticus 15:14
ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।

Leviticus 15:29
ତା'ପରେ ଅଷ୍ଟମ ଦିନ ରେ ସହେି ସ୍ତ୍ରୀ ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ ତମ୍ବୁର ଦ୍ବାର ନିକଟରେ ଯାଜକକୁ ଅର୍ପଣ କରିବ।

Leviticus 22:27
ଯେତବେେଳେ କୌଣସି ଗୋରୁ କି ମଷେ କି ଛାଗ ଜନ୍ମ ହୁଅନ୍ତି ସାତଦିନ ପର୍ୟ୍ଯନ୍ତ ତା'ର ମାଆ ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ନିମନ୍ତେ ଗ୍ରାହ୍ଯ ହବେ।

Leviticus 23:36
ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।

Leviticus 23:39
ସପ୍ତମ ମାସର ପଞ୍ଚଦଶ ଦିନ ଯେତବେେଳେ ତୁମ୍ଭମାନେେ ଭୂମିରୁ ଶସ୍ଯ ସଂଗ୍ରହ କରିସାରିବ ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଅବଶ୍ଯ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ ଓ ଅଷ୍ଟମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்