Base Word
שְׂמָאלִי
Short Definitionsituated on the left side
Long Definitionleft, left side, on the left
Derivationfrom H8040
International Phonetic Alphabetɬɛ̆.mɔːʔˈlɪi̯
IPA modsɛ̆.mɑːʔˈliː
Syllableśĕmāʾlî
Dictionseh-maw-LEE
Diction Modseh-ma-LEE
Usageleft
Part of speecha

Leviticus 14:15
ଆଉ ଯାଜକ ସହେି ଏକ ଲୋଗ୍ ତୈଳରୁ କିଛି ନଇେ ନିଜର ବାମ ହସ୍ତର ପାପୁଲି ରେ ଢାଳିବ।

Leviticus 14:16
ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।

Leviticus 14:26
ଆଉ ମଧ୍ଯ ଯାଜକ ସହେି ତୈଳରୁ କିଛି ନଇେ ନିଜ ବାମହସ୍ତ ପାପୁଲି ରେ ଢାଳିବ।

Leviticus 14:27
ଆଉ ଯାଜକ ନିଜର ଦକ୍ଷିଣ ଆଙ୍ଗୁଳି ଦ୍ବାରା ସହେି ବାମ ହସ୍ତସ୍ଥିତ ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।

1 Kings 7:21
ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍‌ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍‌ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।

2 Kings 11:11
ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାଶର୍‌ବରୁ ବାମପାଶର୍‌ବ ପର୍ୟ୍ଯନ୍ତ ୟଜ୍ଞବଦେୀ ଓ ରାଜାଙ୍କ ଚତୁଃପାଶର୍‌ବ ରେ ହସ୍ତ ରେ ଅସ୍ତ୍ର ଧରି ଠିଆ ହାଇେ ରହିଲେ।

2 Chronicles 3:17
ଏହାପରେ ଶଲୋମନ ମନ୍ଦିର ସମ୍ମୁଖ ରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାଶର୍‌ବ ରେ ଓ ଅନ୍ୟଟି ଦକ୍ଷିଣ ପାଶର୍‌ବ ରେ ଛିଡ଼ା ହେଲା। ଦକ୍ଷିଣ ପାଶର୍‌ବ ରେ ଥିବା ସ୍ତମ୍ଭର ନାମ ଶଲୋମନ ୟାଖୀନ୍ ରଖିଲେ। ଏବଂ ବାମ ପାଶର୍‌ବସ୍ଥ ସ୍ତମ୍ଭର ନାମ ଶଲୋମନ ବୋଯସ୍ ରଖିଲେ।

2 Chronicles 23:10
ଏହାପରେ ଯିହାୟୋଦାରଦା ଲୋକମାନଙ୍କୁ କେଉଁଠା ରେ ଛିଡ଼ା ହବୋକୁ ପଡ଼ିବ, ତାହା କହିଲେ। ପ୍ରେତ୍ୟକକ ବ୍ଯକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତ ରେ ଧରିଲା। ମନ୍ଦିରର ଦକ୍ଷିଣ ପାଶର୍‌ବରୁ ମନ୍ଦିରର ବାମପାଶର୍‌ବ ୟାଏଁ ଲୋକମାନେ ଠିଆ ହାଇେ ରହିଲେ। ସମାନେେ ୟଜ୍ଞବଦେୀ ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହାଇେ ରହିଲେ।

Ezekiel 4:4
ଆଉ ତୁମ୍ଭେ ତୁମ୍ଭର ବାମପାଶର୍‌ବ ହାଇେ ପଡି ରହିବ। ଏହା ଦଖାୟୋଏ ଯେ, ତୁମ୍ଭେ ନିଜେ ଇଶ୍ରାୟେଲ ଲୋକମାନଙ୍କର ପାପ ବୋହିଛ। ଯେତଦେିନ ପର୍ୟ୍ଯନ୍ତ ତୁମ୍ଭେ ବାମପାଶର୍‌ବ ହାଇେ ଅପରାଧ ପଡ଼ି ରହିବ,

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்