Base Word
שְׁלֹמֹה
Short DefinitionShelomah, David's successor
Long Definitionson of David by Bathsheba and 3rd king of Israel; author of Proverbs and Song of Songs
Derivationfrom H7965; peaceful
International Phonetic Alphabetʃɛ̆.loˈmo
IPA modʃɛ̆.lo̞wˈmo̞w
Syllablešĕlōmō
Dictionsheh-loh-MOH
Diction Modsheh-loh-MOH
UsageSolomon
Part of speechn-pr-m

2 Samuel 5:14
ସହେିସବୁ ପକ୍ସ୍ଟତ୍ର ଯେଉଁମାନେ ୟିରକ୍ସ୍ଟଶାଲମ ରେ ଦାଉଦଙ୍କ ଔରସରକ୍ସ୍ଟ ଜନ୍ମ ହେଲେ। ସମାନେେ ହେଲେ, ସମ୍ମୂଯ, ଶୋବବ୍, ନାଥନ୍ ଓ ଶଲୋମନ୍।

2 Samuel 12:24
ତା'ପରେ ଦାଉଦ ବତ୍ଶବୋକକ୍ସ୍ଟ ସାନ୍ତ୍ବନା ଦେଲେ ଓ ତାଙ୍କ ସହିତ ୟୌନସଐର୍କ ରଖିଲେ ଓ ସେ ଗର୍ଭବତୀ ହେଲ ଓ ସେ ଆଉ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କକ୍ସ୍ଟ ପ୍ ରମେ କଲେ।

1 Kings 1:10
ମାତ୍ର ସେ ନାଥନ ଭବିଷ୍ଯଦ୍ବକ୍ତାଙ୍କୁ, ବନାଯଙ୍କୁ, ପିତାଙ୍କର ସ୍ବତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।

1 Kings 1:11
ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?

1 Kings 1:12
ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରିପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦବେି।

1 Kings 1:13
ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ୟାଇ କୁହ, ' ହେ ମାରେ ମହାଶୟ ମହାରାଜ, ଆପଣ କ'ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲେ, ମାେ ଉତ୍ତା ରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ସେ ମାେ ସିଂହାସନ ରେ ବସିବ? ତବେେ ଅଦୋନିଯ କିପରି ରାଜ୍ଯ କରୁଅଛି?'

1 Kings 1:17
ବତ୍ଶବୋ କହିଲେ, ହେ ମାରେ ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, 'ମାେ ଉତ୍ତା ରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚଯ ରାଜା ହବେ ଓ ସେ ମାେ ସିଂହାସନ ରେ ବସିବ'।

1 Kings 1:19
ଆଉ ସେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିଯାଥର ଯାଜକଙ୍କୁ ଓ ଯୋୟାବ ସନୋପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ବସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ।

1 Kings 1:21
ତେଣୁ ଆପଣ ମୃତ୍ଯୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲାପରେ ମୁଁ ଓ ମାରେ ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହବେୁ।

1 Kings 1:26
କିନ୍ତୁ ସେ ମାେତେ, ସାଦୋକ ଯାଜକଙ୍କୁ, ଯିହାୟୋଦାରଦାର ପୁତ୍ର ବନାଯକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାଁନ୍ତି।

Occurences : 293

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்