Base Word
שֹׁהַם
Short Definitiona gem, probably the beryl (from its pale green color)
Long Definitiona precious stone or gem
Derivationfrom an unused root probably mean to blanch
International Phonetic Alphabetʃoˈhɑm
IPA modʃo̞wˈhɑm
Syllablešōham
Dictionshoh-HAHM
Diction Modshoh-HAHM
Usageonyx
Part of speechn-m

Genesis 2:12
ସହେି ଦେଶ ରେ ଚ଼ିତ୍ତାକର୍ଷକ ସୁବର୍ଣ୍ଣ, ମୁକ୍ତା ଓ ଗୋମଦେକମଣି ଅଛି।

Exodus 25:7
ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।

Exodus 28:9
ଦୁଇଟି ଗୋମଦେକମଣି ନଇେ ତହିଁ ଉପରେ ଇଶ୍ରାୟେଲ ପୁତ୍ରମାନଙ୍କ ନାମ ଖାଦେିତ କରିବ।

Exodus 28:20
ଚତୁର୍ଥ ପଂକ୍ତି ରେ ବୈଦୂର୍ୟ୍ଯ, ଗୋମଦେକ ଓ ସୂର୍ୟ୍ଯକାନ୍ତ। ଏହିସବୁ ସ୍ବର୍ଣ୍ଣ ରେ ନିଜ ନିଜ ପଂକ୍ତି ରେ ବସାୟିବ।

Exodus 35:9
ଗୋମଦେକ ମଣି ଏବଂ ଅନ୍ଯାନ୍ଯ ଅଳଙ୍କାର ଏଫୋଦ୍ ଓ ବିଚାରାର୍ଥକ ବୁକୁପଟା ରେ ଖଚିତ କରିବା ପାଇଁ।

Exodus 35:27
ଅଧ୍ଯକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମଦେକାଦି ଖଚନାର୍ଥକ ମଣି ଆଣିଲେ।

Exodus 39:6
କର୍ମୀଗଣ ଏଫୋଦ ରେ ଗୋମଦେକ ମଣିକୁ ସୁନା ରେ ଖଚିତ କରି ବ୍ଯବହାର କଲେ। ସହେି ମଣି ରେ ଇଶ୍ରାୟେଲ ସନ୍ତାନମାନଙ୍କର ନାମ ଲେଖିଲେ।

Exodus 39:13
ଏବଂ ଚତୁର୍ଥ ପଂକ୍ତି ରେ ବୈଦୁର୍ୟ୍ଯ, ଗୋମଦେକ ମଣି, ସୂର୍ୟ୍ଯକାନ୍ତ ମଣି ଥିଲା। ଏହିସବୁ ମଣି ସ୍ବର୍ଣ୍ଣ ଧାର ରେ ବସାଗଲା।

1 Chronicles 29:2
ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମାରେ ସାଧ୍ଯମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦଇେଅଛି। ମୁଁ ରେ ୗପ୍ୟ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରେ ୗପ୍ୟ ଦଇେଅଛି। ମୁଁ ପିତ୍ତଳ ରେ ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦଇେଅଛି। ମୁଁ ଲୌହର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦଇେଅଛି। ମୁଁ କାଠର ନିର୍ମିତ ହବୋକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦଇେଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖାଦେନ କାର୍ୟ୍ଯ ପାଇଁ ଓ ଗୋବଦକମେଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ଯ ପ୍ରସ୍ତର ଓ ଶୁଭ୍ର ମାର୍ବଲପ୍ରସ୍ତର ଦଇେଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ନିମନ୍ତେ ମୁଁ ଏହି ପ୍ରକାର ଅନକେ ଅନକେ ସାମଗ୍ରୀ ଦଇେଅଛି।

Job 28:16
ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்