Base Word
שָׁגָה
Short Definitionto stray (causatively, mislead), usually (figuratively) to mistake, especially (morally) to transgress; by extension (through the idea of intoxication) to reel, (figuratively) be enraptured
Long Definitionto go astray, stray, err
Derivationa primitive root
International Phonetic Alphabetʃɔːˈɡɔː
IPA modʃɑːˈɡɑː
Syllablešāgâ
Dictionshaw-ɡAW
Diction Modsha-ɡA
Usage(cause to) go astray, deceive, err, be ravished, sin through ignorance, (let, make to) wander
Part of speechv

Leviticus 4:13
ପୁଣି ଇଶ୍ରାୟେଲର ସମସ୍ତ ଜାତି ଯଦି ଅଗୋଚର ରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦଇେଛନ୍ତି, ତାହା ଯବେେ ସମାନେେ କରନ୍ତି ତବେେ ସମାନେେ ଦୋଷୀ ହବେେ।

Numbers 15:22
ଯେତବେେଳେ ତୁମ୍ଭମାନେେ ଭୁଲ୍ ରେ ଏବଂ ଏହିସବୁ ଆଜ୍ଞାଗୁଡିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମାଶାଙ୍କେୁ କହିଲେ।

Deuteronomy 27:18
ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'

1 Samuel 26:21
ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।

Job 6:24
ମାେତେ ଶିକ୍ଷା ଦିଅ। ତା' ଉତ୍ତା ରେ ମୁଁ ନିରବ ରହିବି। ମାେତେ କୁହ ମୁଁ କ'ଣ ଭୁଲ କରୁଛି।

Job 12:16
ପରମେଶ୍ବର ଅତ୍ଯନ୍ତ ବଳଶାଳୀ, ସବୁଠା ରେ ତାଙ୍କର ବିଜଯ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ବରଙ୍କ ଉପରେ ନିର୍ଭର କରେ।

Job 19:4
ଯଦି ବି ସତ ରେ ପାପ କରିଛି, ଏହା ମାରେ ସମସ୍ଯା। ଏହା କୌଣସି ପ୍ରକା ରେ ତୁମ୍ଭକୁ ଆଘାତ କରୁ ନାହିଁ।

Psalm 119:10
ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମାରେ ସର୍ବାନ୍ତକରଣ ହୃଦଯରେ ତୁମ୍ଭର ସବୋ କରିବି। ତୁମ୍ଭର ଆଜ୍ଞାରୁ ଚାଲିୟିବାକୁ ମାେତେ ପ୍ରତିରୋଧ କର।

Psalm 119:21
ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସମାନେେ ଅଭିଶପ୍ତ ହୁଅନ୍ତି।

Psalm 119:118
ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ଯବସ୍ଥାରୁ ଦୂରଇେ ୟାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସମାନେେ ମିଥ୍ଯାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்