Base Word
שְׁבָא
Short DefinitionSheba, the name of three early progenitors of tribes and of an Ethiopian district
Long Definition(n pr m) son of Joktan and a descendant of Seth
Derivationof foreign origin
International Phonetic Alphabetʃɛ̆ˈbɔːʔ
IPA modʃɛ̆ˈvɑːʔ
Syllablešĕbāʾ
Dictionsheh-BAW
Diction Modsheh-VA
UsageSheba, Sabeans
Part of speechn-pr-m n-pr-loc

Genesis 10:7
ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ।

Genesis 10:28
ଓବଲ ଓ ଅବୀମାଯେଲ୍ ଓ ଶବା।

Genesis 25:3
ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।

Leviticus 19:9
ତୁମ୍ଭମାନେେ ଅମଳ ସମୟରେ ଯବେେ ଶସ୍ଯ କାଟୁଛ ତବେେ କ୍ଷେତ୍ରକୁ ନିଃଶଷେ କରି ଶସ୍ଯ କାଟିବ ନାହିଁ। କିମ୍ବା ନିତ ଶସ୍ଯକ୍ଷେତ୍ରରୁ ତ୍ଯକ୍ତ ଶସ୍ଯ ସାଉଣ୍ଟିବା ନାହିଁ।

1 Kings 10:1
ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।

1 Kings 10:4
ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ଯ ତାଙ୍କର ନୂତନ ପ୍ରାସାଦ ଦେଖିଲେ।

1 Kings 10:10
ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ଯ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ଯ ଓ ରତ୍ନ ଦେଲେ ଏତେ ପରିମାଣର କହେି ଇଶ୍ରାୟେଲକୁ କବେେ ଦଇେ ନଥିଲେ।

1 Kings 10:13
ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ଯ ଉପହାରମାନ ଦେଲେ। ଆଉ ମଧ୍ଯ ରାଣୀଙ୍କ ମାଗିବାନୁସା ରେ ସେ ସମସ୍ତ ଜିନିଷ ଦେଲେ। ଏହାପରେ ରାଣୀ ଓ ତାଙ୍କର ଦାସମାନେ ସ୍ବଦେଶକୁ ପ୍ରତ୍ଯାବର୍ତ୍ତନ କଲେ।

1 Chronicles 1:9
ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।

1 Chronicles 1:22
ଓବଲ, ଅବୀମାଯଲେ, ଶିବା,

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்