Base Word
שְׁאֵרִית
Short Definitiona remainder or residual (surviving, final) portion
Long Definitionrest, residue, remainder, remnant
Derivationfrom H7604
International Phonetic Alphabetʃɛ̆.ʔeˈrɪi̯t̪
IPA modʃɛ̆.ʔeˈʁiːt
Syllablešĕʾērît
Dictionsheh-ay-REET
Diction Modsheh-ay-REET
Usagethat had escaped, be left, posterity, remain(-der), remnant, residue, rest
Part of speechn-f

Genesis 45:7
ତେଣୁ ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗଇେ ନବୋ ପାଇଁ। ତେଣୁ ମୁଁ ଏଠା ରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରିପାରିବି ।

2 Samuel 14:7
ବର୍ତ୍ତମାନ ମାରେ ପକ୍ସ୍ଟରା ପରିବାର ମାରେ ବିରକ୍ସ୍ଟଦ୍ଧାଚରଣ କରୁଛନ୍ତି। ସମାନେେ ମାେତେ କହିଲେ, 'ତୁମ୍ଭେ ସେ ପକ୍ସ୍ଟତ୍ରକକ୍ସ୍ଟ ଆଣି ଦିଅ ଯେ ତା'ର ଭାଇକକ୍ସ୍ଟ ମାରିଅଛି। ଆମ୍ଭମାନେେ ତାକକ୍ସ୍ଟ ହତ୍ଯା କରିବକ୍ସ୍ଟ। କାରଣ ସେ ତା'ର ଭାଇକକ୍ସ୍ଟ ହତ୍ଯା କଲା?' ମାେ ପକ୍ସ୍ଟଅ ହେଉଛି ମାରେ ଶଷେ ଅଗ୍ନିଶିଖା। ଯଦି ସମାନେେ ତାକକ୍ସ୍ଟ ହତ୍ଯା କରନ୍ତକ୍ସ୍ଟ, ତବେେ ସହେି ଅଗ୍ନିଶିଖା ଜଳି ଲିଭିୟିବ। ସେ ତା'ର ବାପାର ସଐତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପକ୍ସ୍ଟତ୍ର। ଯଦି ସମାନେେ ତାକକ୍ସ୍ଟ ହତ୍ଯା କରନ୍ତି, ତବେେ ସହେି ସଐତ୍ତି ଅନ୍ୟ ଜଣକକ୍ସ୍ଟ ଦିଆୟିବ ଏବଂ ତା'ପରେ ମାରେ ସ୍ବାମୀର ନାମ ଏହି ଦେଶରକ୍ସ୍ଟ ଲିଭିୟିବ।

2 Kings 19:4
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'

2 Kings 19:31
ଅଳ୍ପ କେତକେ ମୃତ୍ଯୁର ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ୟିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।

2 Kings 21:14
ମୁଁ ମାରେଅବଶିଷ୍ଟ ନିଜ ଲୋକମାନଙ୍କୁ ପରିତ୍ଯାଗ କରିବ। ମୁଁ ସମାନଙ୍କେୁ ସମାନଙ୍କେର ଶତୃ ହସ୍ତ ରେ ସମର୍ପଣ କରିବି। ସମାନଙ୍କେର ଶତୃଗଣ ସମାନଙ୍କେୁ ଲୁଟ୍ କରିବେ ଏବଂ ସମାନେେ ସମାନଙ୍କେୁ ବନ୍ଦୀରୂପେ ନଇେଯିବେ।

1 Chronicles 4:43
ସଠାେରେ କବଳେ ଅଳ୍ପମାତ୍ର ଅମାଲକେୀଯ ଲୋକ ରହିଲେ। ଆଉ ଏହିଶିମିଯୋନୀଯ ଲୋକମାନେ ସମାନଙ୍କେୁ ବଧ କଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତଶିମିଯୋନୀଯ ଲୋକମାନେ ସଯେୀର ରେ ବସବାସ କରି ଆସିଅଛନ୍ତି।

1 Chronicles 12:38
ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।

2 Chronicles 34:9
ସହେି ଲୋକମାନେ ପ୍ରଧାନ ଯାଜକ ହିଲ୍କିଯଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦଇେଥିବା ଟଙ୍କା ତାଙ୍କୁ ଦେଲେ। ଲବେୀୟ ଦ୍ବାରପାଳଗଣ ମନଃଶି, ଇଫ୍ରଯିମ ଓ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସମାନେେ ଯିହୁଦା, ବିନ୍ଯାମୀନ ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ଯ ଏହି ଟଙ୍କା ସଂଗ୍ରହ କରିଥିଲେ।

2 Chronicles 36:20
ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନଇଗେଲେ ଓ ସମାନଙ୍କେୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ଯ, ବାବିଲର ରାଜ୍ଯକୁ ପରାସ୍ତ କରିବା ପର୍ୟ୍ଯନ୍ତ ସହେି ଲୋକମାନେ ବାବିଲ ରେ କ୍ରୀତଦାସରୂପେ ରହିଲେ।

Ezra 9:14
ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।

Occurences : 66

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்