Base Word
שָׁאַר
Short Definitionproperly, to swell up, i.e., be (causatively, make) redundant
Long Definitionto remain, be left over, be left behind
Derivationa primitive root
International Phonetic Alphabetʃɔːˈʔɑr
IPA modʃɑːˈʔɑʁ
Syllablešāʾar
Dictionshaw-AR
Diction Modsha-AR
Usageleave, (be) left, let, remain, remnant, reserve, the rest
Part of speechv

Genesis 7:23
ଏହି ପ୍ରକା ରେ ପରମେଶ୍ବର ପୃଥିବୀ ରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିନ୍ନ କଲେ। ସମସ୍ତ ସନୁଷ୍ଯ, ପଶୁ, ସରୀସୃପ ପ୍ରାଣୀ, ଖେଚ଼ର ପକ୍ଷୀ, ପୃଥିବୀ ରେ ମୃତ୍ଯୁବରଣ କଲେ। କବଳେ ନୋହ ଓ ଜାହାଜ ରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇ ଗଲେ।

Genesis 14:10
ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।

Genesis 32:8
ଯାକୁବ ଚିନ୍ତା କଲା, ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତବେେ ଅନ୍ୟ ଦଳ ଦୌଡିୟାଇ ଜୀବନ ରକ୍ଷା କରିବେ।

Genesis 42:38
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।

Genesis 47:18
କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।

Exodus 8:9
ମାଶାେ ଫାରୋଙ୍କୁ କହିଲେ, ଦୟାକରି କୁହ ତୁମ୍ଭେ କେତବେେଳେ ଚାହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କବଳେ ନଦି ରେ ରହିବେ।

Exodus 8:11
ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଚାରୀମାନଙ୍କୁ ଛାଡି ପଳାଇବେ। ସମାନେେ କବଳେ ନଦୀ ରେ ରହିବେ।

Exodus 8:31
ଏବଂ ମାଶାେ ଯେପରି ଚାହିଁଲେ, ସଦାପ୍ରଭୁ ସହେିପରି କଲେ। ସଦାପ୍ରଭୁ ମାଛିମାନଙ୍କୁ ଫାରୋଙ୍କଠାରୁ, ତାଙ୍କର କର୍ମଚାରୀ ଏବଂ ତାଙ୍କର ଲୋକମାନଙ୍କଠାରୁ ଦୂ ରଇେ ନେଲେ। କୌଣସି ମାଛି ରହିଲେ ନାହିଁ।

Exodus 10:5
ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସମାନେେ ଏତେ ସଂଖ୍ଯକ ହବେେ ଯେ, ତୁମ୍ଭମାନେେ ଆଉ ଭୂମି ଦେଖିପାରିବ ନାହିଁ। ଯେକୌଣସି ଦ୍ରବ୍ଯ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସମାନେେ କ୍ଷେତ୍ର ମଧ୍ଯସ୍ତ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷଣ କରିବେ।

Exodus 10:12
ସଦାପ୍ରଭୁ ମାଶାଙ୍କେୁ କହିଲେ, ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶର ରେ ମାଡିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହାସବୁ ସମାନେେ ଖାଇଯିବେ।

Occurences : 133

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்