Base Word
רָצַח
Short Definitionproperly, to dash in pieces, i.e., kill (a human being), especially to murder
Long Definitionto murder, slay, kill
Derivationa primitive root
International Phonetic Alphabetrɔːˈt͡sˤɑħ
IPA modʁɑːˈt͡sɑχ
Syllablerāṣaḥ
Dictionraw-TSA
Diction Modra-TSAHK
Usageput to death, kill, (man-)slay(-er), murder(-er)
Part of speechv

Exodus 20:13
ତୁମ୍ଭେ ନରହତ୍ଯା କରିବ ନାହିଁ।

Numbers 35:6
ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ଯେଉଁ ସବୁ ନଗର ଦବେ ତହିଁରୁ ଛଅଟି ଆଶ୍ରଯ ନଗର ହବେ। ନରହତ୍ଯାକାରୀ ସଠାେକୁ ପଳାଇବା ନିମନ୍ତେ ତୁମ୍ଭମାନେେ ତାହା ଦବେ; ତାହା ଛଡା ଆହୁରି ବଯାଳିଶ୍ଟି ନଗର ହବେ।

Numbers 35:11
ନିଜ ନିଜ ଆଶ୍ରଯ ନଗର ହବୋ ନିମନ୍ତେ କେତେ ଗୁଡିଏ ନଗର ନିରୂପଣ କରିବ; କହେି ଅନିଚ୍ଛା ରେ କାହାକୁ ହତ୍ଯା କରେ, ସହେିସବୁ ନଗରକୁ ୟାଇପାରିବ।

Numbers 35:12
ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।

Numbers 35:16
ଯଦି କହେି ଲୌହ ନିର୍ମିତ ଅସ୍ତ୍ରଦ୍ବାରା କରିବାକୁ ବଧ କଲେ, ତବେେ ସେ ନରହତ୍ଯାକାରୀ ଓ ସେ ପ୍ରାଣଦଣ୍ତ ପାଇବ।

Numbers 35:16
ଯଦି କହେି ଲୌହ ନିର୍ମିତ ଅସ୍ତ୍ରଦ୍ବାରା କରିବାକୁ ବଧ କଲେ, ତବେେ ସେ ନରହତ୍ଯାକାରୀ ଓ ସେ ପ୍ରାଣଦଣ୍ତ ପାଇବ।

Numbers 35:17
ଆଉ ଯେଉଁ ପଥରଦ୍ବାରା ଜଣଙ୍କର ମୃତ୍ଯୁ ହାଇପୋରିବ, ସପରେି ଏକ ପଥର ଦ୍ବାରା ଯଦି କହେି ବାହାରକୁ ଆଘାତ କରି ମାରିଦିଏ, ତବେେ ସେ ନରହତ୍ଯାକାରୀ ଓ ତା'ର ଅବଶ୍ଯ ପ୍ରାଣଦଣ୍ତ ହବେ।

Numbers 35:17
ଆଉ ଯେଉଁ ପଥରଦ୍ବାରା ଜଣଙ୍କର ମୃତ୍ଯୁ ହାଇପୋରିବ, ସପରେି ଏକ ପଥର ଦ୍ବାରା ଯଦି କହେି ବାହାରକୁ ଆଘାତ କରି ମାରିଦିଏ, ତବେେ ସେ ନରହତ୍ଯାକାରୀ ଓ ତା'ର ଅବଶ୍ଯ ପ୍ରାଣଦଣ୍ତ ହବେ।

Numbers 35:18
ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ର ରେ ଜଣେ ମରିପାରିବ, ସପରେି ଏକ ଅସ୍ତ୍ର ବ୍ଯବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥି ରେ ସେ ମ ରେ, ତବେେ ସେ ନରହତ୍ଯାକାରୀ ଓ ସେ ଅବଶ୍ଯ ମୃତ୍ଯୁଦଣ୍ତ ପାଇବ।

Numbers 35:18
ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ର ରେ ଜଣେ ମରିପାରିବ, ସପରେି ଏକ ଅସ୍ତ୍ର ବ୍ଯବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥି ରେ ସେ ମ ରେ, ତବେେ ସେ ନରହତ୍ଯାକାରୀ ଓ ସେ ଅବଶ୍ଯ ମୃତ୍ଯୁଦଣ୍ତ ପାଇବ।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்