Base Word
רָצָה
Short Definitionto be pleased with; specifically, to satisfy a debt
Long Definitionto be pleased with, be favorable to, accept favorably
Derivationa primitive root
International Phonetic Alphabetrɔːˈt͡sˤɔː
IPA modʁɑːˈt͡sɑː
Syllablerāṣâ
Dictionraw-TSAW
Diction Modra-TSA
Usage(be) accept(-able), accomplish, set affection, approve, consent with, delight (self), enjoy, (be, have a) favour(-able), like, observe, pardon, (be, have, take) please(-ure), reconcile self
Part of speechv

Genesis 33:10
ଯାକୁବ କହିଲଲ, ନା ଭାଇ. ମୁଁ ତୁମ୍ଭକୁ ଅନୁଲରାଧ କରୁଛି। ଯଦି ତୁମ୍ଲଭସମାଲତ ବାସ୍ତବସର ଗ୍ରହଣ କରୁଛସତଲବସମାର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁସଦଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସି।ସମାଲତ ପରଲମଶ୍ବରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାସର ତୁମ୍ଲଭସମାଲତ ଗ୍ରହଣ କରିଥିବାରୁ, ମୁଁ ଖୁସି।

Leviticus 1:4
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।

Leviticus 7:18
ଯଦି ତୃତୀୟ ଦିନ ରେ ସହେି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାୟାଏ, ତବେେ ତାହା ଗ୍ରାହ୍ଯ ହବେ ନାହିଁକିମ୍ବା ତାହା ବଳିଦାନକାରୀ ପକ୍ଷ ରେ ଗଣାୟିବ ନାହିଁ। ତାହା ଘୃଣା ଯୋଗ୍ଯ ହବେ, ଆଉ ଯେଉଁ ବ୍ଯକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।

Leviticus 19:7
ଯବେେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାୟିବ। ତବେେ ତାହା ଘୃଣ୍ଯ ଯୋଗ୍ଯ ଓ ଅଗ୍ରାହ୍ଯ ହବେ।

Leviticus 22:23
ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସପରେି ଗାଈ କିମ୍ବା ମେଣ୍ଢା ଗ୍ରାହ୍ଯ ହବେନାହିଁ।

Leviticus 22:25
ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ବରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସଗେୁଡିକ ଆଘାତପ୍ରାପ୍ତ ହାଇେଥାଇ ପାରନ୍ତି କିମ୍ବା ସମାନଙ୍କେଠା ରେ ଖୁଣ ଥାଇପା ରେ। ତେଣୁ ସଗେୁଡିକ ଗ୍ରାହ୍ଯ ହବେ ନାହିଁ।

Leviticus 22:27
ଯେତବେେଳେ କୌଣସି ଗୋରୁ କି ମଷେ କି ଛାଗ ଜନ୍ମ ହୁଅନ୍ତି ସାତଦିନ ପର୍ୟ୍ଯନ୍ତ ତା'ର ମାଆ ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ନିମନ୍ତେ ଗ୍ରାହ୍ଯ ହବେ।

Leviticus 26:34
ତା'ପରେ ଦେଶ ଶୂନ୍ଯ ହାଇଯେିବ ଓ ତୁମ୍ଭମାନେେ ଆପଣା ଶତୃଗଣ ଦେଶ ରେ ରହିବ, ତା'ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପ ଭୋଗ କରିବ।

Leviticus 26:34
ତା'ପରେ ଦେଶ ଶୂନ୍ଯ ହାଇଯେିବ ଓ ତୁମ୍ଭମାନେେ ଆପଣା ଶତୃଗଣ ଦେଶ ରେ ରହିବ, ତା'ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପ ଭୋଗ କରିବ।

Leviticus 26:41
ଆଉ ମଧ୍ଯ ସମାନେେ ଆମ୍ଭର ପ୍ରତିକୂଳାଚରଣ କରିବା ହତେୁ ଆମ୍ଭେ ମଧ୍ଯ ସମାନଙ୍କେର ପ୍ରତିକୂଳାଚରଣ କଲୁ। ସମାନଙ୍କେୁ ସମାନଙ୍କେ ଶତୃଗଣର ଦେଶରୁ ଆଣିଲୁ, ଏହା ସମାନେେ ସ୍ବୀକାର କରିବେ। ତହିଁରେ ଯବେେ ସମାନଙ୍କେ ଦୃଦଯ ନମ୍ର ହବେ ଓ ସମାନେେ ନିଜନିଜ ଅପରାଧର ଦଣ୍ତ ଗ୍ରହଣ କରିବେ।

Occurences : 57

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்