Base Word
רְעוּאֵל
Short DefinitionReuel, the name of Moses' father-in-law, also of an Edomite and an Israelite
Long Definitiona son of Esau by his wife Bashemath, the sister of Ishmael
Derivationfrom the same as H7466 and H0410; friend of God
International Phonetic Alphabetrɛ̆.ʕuːˈʔel
IPA modʁɛ̆.ʕuˈʔel
Syllablerĕʿûʾēl
Dictionreh-oo-ALE
Diction Modreh-oo-ALE
UsageRaguel, Reuel
Part of speechn-pr-m

Genesis 36:4
ଏହାପରେ ଏଷୌର ଔରସ ରେ ଆଦା ଇଲୀଫସକୁ ଓ ବାସମତ୍ ରୂଯଲକେୁ ଜନ୍ମ କଲେ।

Genesis 36:10
ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୁଯଲେ।

Genesis 36:13
ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।

Genesis 36:17
ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।

Genesis 36:17
ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।

Exodus 2:18
ଏହାପରେ ସମାନେେ ତାଙ୍କର ପିତା ରୁଯଲଙ୍କେ ନିକଟକୁ ଫରେିଗଲେ। ସମାନଙ୍କେର ପିତା ତାଙ୍କୁ ପଚାରିଲେ, ତୁମ୍ଭମାନେେ ଆଜି ଏତେ ଶୀଘ୍ର କିପରି ଫରେି ଆସିଲ!

Numbers 2:14
ରୁବନରେ ଲୋକମାନଙ୍କ ଛାଉଣୀ ପାଖ ରେ ଗାଦ ଗୋଷ୍ଠୀ ଛାଉଣୀ ସ୍ଥାପିତ ହବେ। ରୁଯଲରେ ପୁତ୍ର ଇଲୀଯାସଫ ଗାଦ ଲୋକମାନଙ୍କର ଅଧିପତି ହବେ।

Numbers 10:29
ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।

1 Chronicles 1:35
ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।

1 Chronicles 1:37
ରୁଯଲଙ୍କେର ପୁତ୍ରମାନେ ଥିଲେ : ନହତ୍, ସରହେ, ଶମ୍ମ ଓ ମିସା।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்