Base Word
אֹרַח
Short Definitiona well-trodden road (literally or figuratively); also a caravan
Long Definitionway, path
Derivationfrom H0732
International Phonetic Alphabetʔoˈrɑħ
IPA modʔo̞wˈʁɑχ
Syllableʾōraḥ
Dictionoh-RA
Diction Modoh-RAHK
Usagemanner, path, race, rank, traveller, troop, (by-, high-)way
Part of speechn-m

Genesis 18:11
ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବଯସ ଅତିକ୍ରମ ହାଇେଥିଲା।

Genesis 49:17
ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।

Judges 5:6
ସହେିଦିନ ଅନାତ୍ ପକ୍ସ୍ଟତ୍ର ଶମଗର ସମୟରେ ଏବଂ ୟାଯଲେ ସମୟରେ ମକ୍ସ୍ଟଖ୍ଯ ରାସ୍ତାଗକ୍ସ୍ଟଡିକ ଜନଶୂନ୍ଯ ହେଲା। ବପୋରୀମାନେ ପଥଗ୍ଭରିମାନେ ବକ୍ର ଉପ ପଥ ଦଇେ ଗମନ କଲେ।

Judges 5:6
ସହେିଦିନ ଅନାତ୍ ପକ୍ସ୍ଟତ୍ର ଶମଗର ସମୟରେ ଏବଂ ୟାଯଲେ ସମୟରେ ମକ୍ସ୍ଟଖ୍ଯ ରାସ୍ତାଗକ୍ସ୍ଟଡିକ ଜନଶୂନ୍ଯ ହେଲା। ବପୋରୀମାନେ ପଥଗ୍ଭରିମାନେ ବକ୍ର ଉପ ପଥ ଦଇେ ଗମନ କଲେ।

Job 6:18
ବ୍ଯବସାଯୀ ତାଙ୍କ ପଥରୁ ପାଣି ଖାଜେିବ ପାଇଁ ବିମୁଖ ହୁଅନ୍ତି। ସମାନେେ ମରୁଭୂମିକୁ ଚାଲିୟାଆନ୍ତି ଓ ହଜିୟାଆନ୍ତି।

Job 6:19
ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।

Job 8:13
ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।

Job 13:27
ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।

Job 16:22
ଆଉ କିଛି ବର୍ଷ ପରେ ମୁଁ ସହେି ମୃତ୍ଯୁ ରାଜ୍ଯକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ।

Job 19:8
ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।

Occurences : 59

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்