Base Word
אֲרַוְנָה
Short DefinitionAravnah (or Arnijah or Ornah), a Jebusite
Long Definitiona Jebusite who sold David the site for an altar
Derivationor (by transposition) אוֹרְנָה; or אַרְנִיָּה; all by orthographical variation for H0771
International Phonetic Alphabetʔə̆.rɑwˈn̪ɔː
IPA modʔə̆.ʁɑvˈnɑː
Syllableʾărawnâ
Dictionuh-ra-NAW
Diction Moduh-rahv-NA
UsageAraunah
Part of speechn-pr-m

2 Samuel 24:16
ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।

2 Samuel 24:18
ସହେିଦିନ ଗାଦ ଦାଉଦଙ୍କ ନିକଟକକ୍ସ୍ଟ ୟାଇ ତାହାଙ୍କକ୍ସ୍ଟ କହିଲା, ୟାଅ, ୟିବୂଷୀଯ ଅରୌଣାର ଶସ୍ଯ ମର୍ଦ୍ଦନ ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କର।

2 Samuel 24:20
ସେତବେେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ଯ ଓ ତାଙ୍କର ଦାସମାନେ ତାଙ୍କ ଆଡକକ୍ସ୍ଟ ଆସକ୍ସ୍ଟ ଅଛନ୍ତି। ତହିଁରେ ଅରୌଣା ବାହା ରେ ଆସି ରାଜାଙ୍କ ନିକଟରେ ମକ୍ସ୍ଟହଁ ମାଡି ଭୂମିଷ୍ଠ ପ୍ରଣାମ କଲା।

2 Samuel 24:20
ସେତବେେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ଯ ଓ ତାଙ୍କର ଦାସମାନେ ତାଙ୍କ ଆଡକକ୍ସ୍ଟ ଆସକ୍ସ୍ଟ ଅଛନ୍ତି। ତହିଁରେ ଅରୌଣା ବାହା ରେ ଆସି ରାଜାଙ୍କ ନିକଟରେ ମକ୍ସ୍ଟହଁ ମାଡି ଭୂମିଷ୍ଠ ପ୍ରଣାମ କଲା।

2 Samuel 24:21
ପକ୍ସ୍ଟଣି ଅରୌଣା ପଗ୍ଭରିଲା, ମାେ ପ୍ରଭକ୍ସ୍ଟ ମହାରାଜ ଆପଣା ଦାସ ନିକଟକକ୍ସ୍ଟ କି କାରଣ ରେ ଆସିଲେ? ସଦାପ୍ରଭୁଙ୍କ ପାଇଁ ବଦେୀ ତିଆରି କରିବାକୁ ମୁ ତୁମ୍ଭର ଖଳାର ଭୂମି କିଣିବାକକ୍ସ୍ଟ ଆସିଛି। ତା'ପରେ ମହାମାରୀ ବନ୍ଦ ହବେ।

2 Samuel 24:22
ତହକ୍ସ୍ଟଁ ଅରୌଣା ଦାଉଦଙ୍କକ୍ସ୍ଟ କହିଲା, ମାେ ପ୍ରଭକ୍ସ୍ଟ ମହାରାଜା ଆପଣଙ୍କକ୍ସ୍ଟ ଯାହା ଭଲ ଲାଗେ ତାହା ଦଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରନ୍ତକ୍ସ୍ଟ। ଦେଖନ୍ତକ୍ସ୍ଟ ହାମବେଳି ନିମନ୍ତେ ଏହି ବୃଷକକ୍ସ୍ଟ ଓ କାଠ ନିମନ୍ତେ ଏହି ଶସ୍ଯ ମର୍ଦ୍ଦନ ୟନ୍ତ୍ର ସଜ୍ଜ ଅଛି।

2 Samuel 24:23
ହେ ମହାରାଜ ଅରୌଣା ଏ ସମସ୍ତ ମହାରାଜାଙ୍କକ୍ସ୍ଟ ଦେଉଅଛି। ପକ୍ସ୍ଟଣି ଅରୌଣା ରାଜାଙ୍କକ୍ସ୍ଟ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଆପଣଙ୍କକ୍ସ୍ଟ ଗ୍ରହଣ କରନ୍ତକ୍ସ୍ଟ।

2 Samuel 24:23
ହେ ମହାରାଜ ଅରୌଣା ଏ ସମସ୍ତ ମହାରାଜାଙ୍କକ୍ସ୍ଟ ଦେଉଅଛି। ପକ୍ସ୍ଟଣି ଅରୌଣା ରାଜାଙ୍କକ୍ସ୍ଟ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଆପଣଙ୍କକ୍ସ୍ଟ ଗ୍ରହଣ କରନ୍ତକ୍ସ୍ଟ।

2 Samuel 24:24
ତହିଁରେ ରାଜା ଅରୌଣାକକ୍ସ୍ଟ କହିଲେ, ନା, ମୁ ଅବଶ୍ଯ ମୂଲ୍ଯ ଦଇେ ତକ୍ସ୍ଟମ୍ଭଠାରକ୍ସ୍ଟ ଏସବୁ କିଣିବି ଆଉ ମୁ ସଦାପ୍ରଭୁ ମାେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବିନା ମୂଲ୍ଯର ହାମବେଳି ଉତ୍ସର୍ଗ କରିବି ନାହିଁ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்