Base Word
אֲרוּ
Short Definitionlo!
Long Definitionbehold, lo
Derivationprobably akin to H0431
International Phonetic Alphabetʔə̆ˈruː
IPA modʔə̆ˈʁu
Syllableʾărû
Dictionuh-ROO
Diction Moduh-ROO
Usagebehold, lo
Part of speechinj

Daniel 7:2
ଦାନିୟେଲ କହିଲେ, ମୁଁ ରାତ୍ରିକାଳ ରେ ମାରେ ଦର୍ଶନ ପାଇଲି ଯେ ମହାସମୁଦ୍ର ଉପ ରେ ଆକାଶର ଚତୁର୍ଦ୍ଦିଗରୁ ବାଯୁ ପ୍ରଚଣ୍ତ ବଗେ ରେ ବହିଲା ସହେି ବାଯୁ ସମୁଦ୍ରକୁ ଅଶାନ୍ତ କଲା।

Daniel 7:5
ଆଉ ତତ୍ପ ରେ ମାେ ସମ୍ମୁଖ ରେ ଦ୍ବିତୀୟ ପଶୁକୁ ଦେଖିଲି ଯେ କି ଏକ ଭଲ୍ଲୁକ ସଦୃଶ ଥିଲା। ସେ ଏକ ପାଶର୍‌ବ ରେ ଉଠାଗଲା ଓ ତାହାର ସୁଖ ରେ ଦନ୍ତ ମଧିଅରେ ତିନିଖଣ୍ତ ପଞ୍ଜରା ଥିଲା। ତାହାକୁ ଏହି କଥା କୁହାଗଲା, 'ଉଠ, ଇଚ୍ଛା ଅନୁସାରେ ମାଂସ ଭକ୍ଷଣ କର।'

Daniel 7:6
ଏହାପ ରେ ମୁଁ ତୃତୀୟ ପଶୁକୁ ଦେଖିଲି, ସେ ଚିତାବାଘ ସଦୃଶ ଥିଲା। ତା'ର ପୃଷ୍ଠ ଭାଗ ରେ ପକ୍ଷୀର ଗ୍ଭରିଡଣୋ ଥିଲା। ଆଉ ମଧ୍ଯ ତାହାର ଗ୍ଭରି ମସ୍ତକ ଥିଲା ଓ ତାକୁ ଶାସନ କରିବାକୁ ଅଧିକାର ଦିଆଗଲା।

Daniel 7:7
ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।

Daniel 7:13
ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்