Base Word
קָרֵחַ
Short DefinitionKareach, an Israelite
Long Definitionfather of Johanan and Jonathan who supported Gedaliah's authority and avenged his murder
Derivationfrom H7139; bald
International Phonetic Alphabetk’ɔːˈre.ɑħ
IPA modkɑːˈʁe.ɑχ
Syllableqārēaḥ
Dictionkaw-RAY-ah
Diction Modka-RAY-ak
UsageCareah, Kareah
Part of speechn-pr-m

2 Kings 25:23
ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।

Jeremiah 40:8
ଯେଉଁମାନେ ମିସ୍ଫୀକୁ ଗଦଲିଯ ନିକଟକୁ ଗଲେ ସମାନଙ୍କେ ମଧିଅରେ ନଥନିଯର ପୁତ୍ର ଇଶମାଯଲେ, କା ରହରେ ପୁତ୍ର ୟୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାଯ, ନଟୋଫାତୀଯ ଏଫଯର ପୁତ୍ରମାନେ ଓ ମାଖାତୀଯର ପୁତ୍ର ୟାସନୀଯ ଥିଲେ।

Jeremiah 40:13
ଆହୁରି କା ରହରେ ପୁତ୍ର ଗୋହାନନ୍ ଓ ପଦା ରେ ଅବସ୍ଥିତ ସନୋପତି ସକଳ ମିସ୍ପା ରେ ଗଦଲିଯ ନିକଟକୁ ଆସିଲେ।

Jeremiah 40:15
ତାହାପ ରେ କା ରହରେ ପୁତ୍ର ୟୋହାନନ୍ ମିସ୍ପା ରେ ଗଦଲିଯକୁ ଗୋପନ ରେ କହିଲେ, ଆପଣଙ୍କର ଅନୁମତି ହେଲେ ମୁଁ ୟାଇ ନଥନିଯର ପୁତ୍ର ଉଶମାଯଲକେୁ ବଧ କରିବି। ଆୁ କହେି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ବାରା ଆପଣଙ୍କ ନିକଟରେ ସଂଗୃହୀତ ୟିହୁଦୀଯ ସମସ୍ତେ ଚ୍ଛିନ୍ନଭିନ୍ନ ହାଇଯେିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହବେ ?

Jeremiah 40:16
କିନ୍ତୁ ଅହୀକାମର ପୁତ୍ର ଗଦଲିଯ କାଲହରେ ପୁତ୍ର ୟୋହାନନକୁ କହିଲେ, ତୁମ୍ଭେ ଇଶମାଯଲକେୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷଯ ରେ ଯାହା କହୁଅଛ ତାହା ସତ୍ଯ ନୁହେଁ।

Jeremiah 41:11
ବା ରହରେ ପୁତ୍ର ୟୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସନୋପତିଗଣ ଇଶମାଯଲରେ ଦୁଷ୍କର୍ମସବୁ ଜାଣିଲେ।

Jeremiah 41:13
ସେତବେେଳେ ଇଶମାଯଲେ ସଙ୍ଗ ରେ ଥିବା ସମସ୍ତ ଲୋକ କା ରହରେ ପୁତ୍ର ୟୋହାନନକୁ ଓ ତାହାର ସଙ୍ଗୀ ସନୋପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।

Jeremiah 41:14
ତା'ପ ରେ ଇଶମାଯଲେ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନଇୟୋଇଥିଲା, ସମାନେେ ସମସ୍ତେ କା ରହରେ ପୁତ୍ର ୟୋହାନନ୍ ନିକଟକୁ ଫରେି ଆସିଲେ।

Jeremiah 41:16
ୟୋହାନନ ଏବଂ ତାଙ୍କର ସୈନ୍ଯବାହିନୀର ସନୋପତିଗଣ ଗିବିଯୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନୀଯର ପୁତ୍ର ଇଶମାଯଲେ, ଗଲିଯଦକୁ ହତ୍ଯା କଲା ପ ରେ, ମିସ୍ପାକୁ ନଇେ ୟାଇଥିଲେ। ସମାନଙ୍କେ ମଧିଅରେ ୟୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।

Jeremiah 42:1
ଯେତବେେଳେ ସମାନେେ ଗରେୁତ୍ତ୍ବକିମହମ ରେ ଥିଲେ ସେତବେେଳେ ୟୋହାନନ୍ ଓ ହୋଶଯିଯର ପୁତ୍ର ୟାସନିଯ, ଆଉ କ୍ଷୁଦ୍ର ଓ ମହାନ୍ ସମସ୍ତ ଲୋକ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟକୁ ଗଲେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்