Base Word
קָרַח
Short Definitionto depilate
Long Definitionto be bald, make bald
Derivationa primitive root
International Phonetic Alphabetk’ɔːˈrɑħ
IPA modkɑːˈʁɑχ
Syllableqāraḥ
Dictionkaw-RA
Diction Modka-RAHK
Usagemake (self) bald
Part of speechv

Leviticus 21:5
ଆଉ ଯାଜକଗଣ ସମାନଙ୍କେର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବେ ନାହିଁ।

Jeremiah 16:6
ଏହି ଦେଶ ରେ େଛାଟଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ମରିବେ। ସମାନଙ୍କେୁ କହେି କବର ଦବେେ ନାହିଁ କିଅବା ସମାନଙ୍କେ ପାଇଁ କହେି ବିଳାପ କରିବେ ନାହିଁ। ସମାନଙ୍କେ ପାଇଁ କହେି ଦୁଃଖ ରେ ଆପଣା ଶରୀର ରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ।

Ezekiel 27:31
ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ମସ୍ତକ ମୁଣ୍ଡନ କରି କଟୀଦେଶ ରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାେଶ ପ୍ରାଣ ବିକଳ ରେ ରୋଦନ କରି ଅତିଶଯ ବିଳାପ କରିବେ।

Ezekiel 29:18
ହେ ମନୁଷ୍ଯ ପୁତ୍ର, ବାବିଲର ରାଜା ନବୂଖଦ୍ନିତ୍ସର ଆପଣା ସୈନ୍ଯସାମନ୍ତକୁ ସୋର ବିରୁଦ୍ଧ ରେ ଅତିଶଯ ପରିଶ୍ରମ କରାଇଅଛି। ପ୍ରେତ୍ୟକକ ମସ୍ତକ ଟାଙ୍ଗରା ହେଲା ଓ ପ୍ରେତ୍ୟକକ କାନ୍ଧର ଚର୍ମ ଓ ଭାର ବହନ କରି ଛିଡ଼ିଗଲା। ତଥାପି ସେ ସୋର ବିରୁଦ୍ଧ ରେ ଯେଉଁ ପରିଶ୍ରମ କରିଥିଲା ସେଥିପାଇଁ ତା'ର ସୈନ୍ଯସାମନ୍ତ କିଛି ପାରିଶ୍ରମିକ ପାଇଲେ ନାହିଁ।

Micah 1:16
ଏଥିପାଇଁ ତୁମ୍ଭମାନେେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦଖାେଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்