Base Word
קְצָת
Short Definitiona termination (literally or figuratively); also (by implication) a portion; adverbially (with prepositional prefix) after
Long Definitionend, part
Derivationcorresponding to H7117
International Phonetic Alphabetk’ɛ̆ˈt͡sˤɔːt̪
IPA modkɛ̆ˈt͡sɑːt
Syllableqĕṣāt
Dictionkeh-TSAWT
Diction Modkeh-TSAHT
Usageend, partly
Part of speechn-f

Daniel 2:42
ଯେପରି ପାଦର ଅଙ୍ଗୁଳିସବୁ କିଛି ଲୌହମଯ ଓ କିଛି ମୃର୍ତ୍ତିକାମଯ ଥିଲା, ସହେିପରି ରାଜ୍ଯର ଏକ ଅଂଶ ସୁଦୃଢ ଓ ଅନ୍ୟ ଅଂଶ ଦୁର୍ବଳ ହବେ।

Daniel 4:29
ସ୍ବପ୍ନର ବର୍ଷକ ପ ରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପ ରେ ବୁଲୁଥିଲା ବେଳେ, ରାଜା କହିଲା, ଏହି ବାବିଲକୁ ଦେଖ!

Daniel 4:34
ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்