Base Word
קִיר חֶרֶשׂ
Short DefinitionKir-Cheres or Kir-Chareseth, a place in Moab
Long Definitionone of the two chief strongholds of Moab
Derivationor (feminine of the latter word) קִיר חֲרֶשֶׂת; from H7023 and H2789; fortress of earthenware
International Phonetic Alphabetk’ɪi̯r ħɛˈrɛɬ
IPA modkiːʁ χɛˈʁɛs
Syllableqîr ḥereś
Dictionkeer heh-RES
Diction Modkeer heh-RES
UsageKir-haraseth, Kir-hareseth, Kirharesh, Kir-heres
Part of speechn-pr-loc

2 Kings 3:25
ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।

Isaiah 16:7
ଏହି ଅହଙ୍କାର ୟୋଗୁଁ ସମସ୍ତ ମାୟୋବ କଷ୍ଟ ଭୋଗିବ। ମାୟୋବର ସମସ୍ତ ଲୋକ କ୍ରନ୍ଦନ କରିବେ। ସମାନେେ ଦୁଃଖିତ ହବେେ। ଅତୀତ ରେ ତାଙ୍କର ଯାହା ଥିଲା ସଗେୁଡ଼ିକୁ ସେ ଇଚ୍ଛା କରିବେ। ସମାନେେ ହରେସତରର ଶୁଷ୍କ କିସମିସର ପିଠା ପାଇଁ ଇଚ୍ଛା କରିବେ।

Isaiah 16:11
ତେଣୁ ମୁଁ ଦୁଇଟି ନଗର ମାୟୋବ ଓ କୀରହରେସ ପାଇଁ ବିଶଷେ ଭାବରେ ଦୁଃଖିତ।

Jeremiah 48:31
ତେଣୁ ଆମ୍ଭେ ମାୟୋବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀ ହରେସର ଲୋକମାନଙ୍କ ପାଇଁ ମଧ୍ଯ ଆମ୍ଭେ ଶୋକ କରିବା।

Jeremiah 48:36
ଆମ୍ଭର ହୃଦଯ ମାୟୋବ ପାଇଁ ଦୁଃଖିତ ଓ ତା' ପାଇଁ ଆମ୍ଭ ହୃଦଯ ମୃତ୍ଯୁକାଳୀନ ବଂଶୀବାଦନ ପରି ବାଜୁ ଅଛି। ଆଉ ମଧ୍ଯ କୀର୍ହ ରେସର ଲୋକମାନଙ୍କ ପାଇଁ ଆମ୍ଭର ହୃଦଯ ବଂଶୀପରି ବାଜୁ ଅଛି। କାରଣ ସମାନଙ୍କେର ଧନ ସଦସବୁ ଅପହରଣ କରାୟାଇଅଛି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்