Base Word
קִיר
Short Definitiona wall (as built in a trench)
Long Definitionwall, side
Derivationor קִר; (Isaiah 22:5), or (feminine) קִירָה; from H6979
International Phonetic Alphabetk’ɪi̯r
IPA modkiːʁ
Syllableqîr
Dictionkeer
Diction Modkeer
Usage+ mason, side, town, × very, wall
Part of speechn-m

Exodus 30:3
ଏହି ବଦେୀର ଉପର ଏବଂ ଚତୁଃପାଶର୍‌ବକୁ ନିର୍ମଳ ସୁନା ରେ ଆଚ୍ଛାଦନ କର ଏବଂ ଚାରିଆଡେ ସୁନା କାନ୍ଥ ଦବେ।

Exodus 37:26
ଏବଂ ସହେି ଧୂପବଦେୀଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦିତ ହାଇେଥିଲା। ଏବଂ ସେ ବଦେୀ ଚତୁଃପାଶର୍‌ବ ରେ ସୁବର୍ଣ୍ଣର ବଳଯ ନିର୍ମାଣ କଲେ।

Leviticus 1:15
ତହୁଁ ଯାଜକ ତାକୁ ୟଜ୍ଞବଦେୀ ନିକଟକୁ ଆଣି ତାହାର ମସ୍ତକ ମାେଡି ତାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ଆଉ ତା'ର ରକ୍ତ ୟଜ୍ଞବଦେୀ ପାଶର୍‌ବ ରେ ନିଗାଡ଼ିବ।

Leviticus 5:9
ତା'ପରେ ସେ ଏହି ରକ୍ତରୁ କିଛି ନଇେ ୟଜ୍ଞବଦେୀ ପାଖ ରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନଇେ ୟଜ୍ଞବଦେୀ ମୂଳ ରେ ଢାଳିବ। ଏହା ପାପରୁ ମୁକ୍ତ ହବୋ ପାଇଁ ଏକ ନବୈେଦ୍ଯ ବୋଲି ବିବଚେନା କରାୟିବ।

Leviticus 14:37
ଯାଜକ ସହେି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲି ଭିତ ରେ ବସି ୟାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହାଇେଥିବ ଓ ତାହା କାନ୍ଥର ନୀଚରୁ ଦଖାୟିବେ।

Leviticus 14:37
ଯାଜକ ସହେି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲି ଭିତ ରେ ବସି ୟାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହାଇେଥିବ ଓ ତାହା କାନ୍ଥର ନୀଚରୁ ଦଖାୟିବେ।

Leviticus 14:39
ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।

Numbers 22:25
ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡକୁ ଠଲେି ହାଇଯେିବାରୁ ବିଲିଯମ ଗୋଡ କାନ୍ଥ ରେ ଘସି ହାଇଗେଲା। ତେଣୁ ସେ ପୁନର୍ବାର ଗଧକୁ ଚାବୁକ୍ ମାରିଲେ।

Numbers 22:25
ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡକୁ ଠଲେି ହାଇଯେିବାରୁ ବିଲିଯମ ଗୋଡ କାନ୍ଥ ରେ ଘସି ହାଇଗେଲା। ତେଣୁ ସେ ପୁନର୍ବାର ଗଧକୁ ଚାବୁକ୍ ମାରିଲେ।

Numbers 35:4
ଲବେୀୟମାନେ ଯେଉଁ ଚାରଣ ଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1,500 ଫୁଟ୍ ଦୂର ରେ ରହିବ।

Occurences : 74

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்