Base Word
קוּץ
Short Definitionto be (causatively, make) disgusted or anxious
Long Definitionto be grieved, loathe, abhor, feel a loathing or abhorrence or sickening dread
Derivationa primitive root (identical with through the idea of severing oneself from (compare H6962))
International Phonetic Alphabetk’uːt͡sˤ
IPA modkut͡s
Syllableqûṣ
Dictionkoots
Diction Modkoots
Usageabhor, be distressed, be grieved, loathe, vex, be weary
Part of speechv

Genesis 27:46
ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।

Exodus 1:12
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସମାନଙ୍କେୁ ଯେତେ ଅଧିକ ପରଶ୍ରମ କରାଇଲେ, ସମାନଙ୍କେର ସଂଖ୍ଯା ସହେିପରି ଅଧିକ ବ୍ଯାପିଲା। ଏହା ମିଶରୀଯ ଲୋକମାନଙ୍କର ଭୟର କାରଣ ହେଲା।

Leviticus 20:23
ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀଯମାନଙ୍କୁ ତଡି ଦେଉଛୁ, ସମାନଙ୍କେ ଆଚରଣ ତୁମ୍ଭମାନେେ କରିବ ନାହିଁ। କାରଣ ସମାନେେ ସହେିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସମାନଙ୍କେୁ ଘୃଣା କଲୁ।

Numbers 21:5
ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।

Numbers 22:3
ଏଣୁ ସେ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସମାନଙ୍କେର ସଂଖ୍ଯା ବହୁତ ଥିଲା, ଆଉ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।

1 Kings 11:25
ରଷୋଣ ଅରାମ ରେ ରାଜତ୍ବ କଲା। ସେ ଇଶ୍ରାୟେଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇଶ୍ରାୟେଲର ୟାବଜ୍ଜୀବନ ବିପକ୍ଷ ହାଇେଥିଲା। ରଷୋଣ ଓ ହଦଦ୍ ଇଶ୍ରାୟେଲର ଅତି ଉତ୍ପାତର କାରଣ ଥିଲେ।

Proverbs 3:11
ହେ ମାରେ ପୁତ୍ର, େ ବେଳବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦଖାଇେ ଶାସ୍ତିବିଧାନ କରନ୍ତି। ସେଥି ରେ ତୁମ୍ଭେ କୋରଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର।

Isaiah 7:6
ଆମ୍ଲଭମାଲନ ୟାଇ ଯିହୁଦା ବିରୁଦ୍ଧସର ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଲଭମାଲନ ଟାବଲଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂଲପ ସ୍ଥାପନ କରିବା।

Isaiah 7:16
ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ଯ କରିବା ଜାଣିବା ପୂର୍ବରୁ ତୁମ୍ଲଭମାଲନ ଇଫ୍ରଯିମକୁ ଓ ଅରାମକୁ ତ୍ଯାଗ କରିବା।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்