Base Word
קֵדָר
Short DefinitionKedar, a son of Ishmael; also (collectively) Bedouin (as his descendants or representatives)
Long Definition(n pr m) a son of Ishmael
Derivationfrom H6937; dusky (of the skin or the tent)
International Phonetic Alphabetk’eˈd̪ɔːr
IPA modkeˈdɑːʁ
Syllableqēdār
Dictionkay-DAWR
Diction Modkay-DAHR
UsageKedar
Part of speechn-pr

Genesis 25:13
ପ୍ରେତ୍ୟକକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଯଲରେ ଜେଷ୍ଠପୁତ୍ର ନବାଯୋତ୍ ତାହା ଉତ୍ତା ରେ କରଦେ ଓ ଅଦ୍ବଲେ ଓ ମିବ୍ସମ୍।

1 Chronicles 1:29
ସମାନଙ୍କେର ବଂଶଧରଗଣ ଏହିପରି ଥିଲେ :-

Psalm 120:5
ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।

Song of Solomon 1:5
ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କଦୋରର ତମ୍ବୁ ତୁଲ୍ଯ, ଶ ଲୋମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।

Isaiah 21:16
ମାରେପ୍ରଭୁ ସଦାପ୍ରଭୁ ମାେତେ ସଗେୁଡ଼ିକ ଘଟିବ ବୋଲି କହିଲେ। ଏକ ବର୍ଷ ମଧିଅରେ ବତନେ ଜୀବିର ବର୍ଷ ପ୍ରମାଣେ କଦରରେ ସମସ୍ତ ଗୌରବ ଲୁପ୍ତ ହବେ।

Isaiah 21:17
ସହେି ସମୟରେ କଦରରେ ବୀରଗଣ ମଧ୍ଯରୁ ଅଳ୍ପ କେତକେ ଧନୁର୍ଦ୍ଧର ରକ୍ଷା ପାଇବେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହିଅଛନ୍ତି।'

Isaiah 42:11
ପ୍ରାନ୍ତର ଓ ତା'ର ନଗର ସମସ୍ତ, ସମସ୍ତ ଗ୍ରାମ, ଯେଉଁଠା ରେ କଦୋର ବାସ କଲେ, ସଦାପ୍ରଭୁଙ୍କର ପ୍ରଶଂସାଗାନ କର। ଶଲୋ ନିବାସୀମାନେ ଆନନ୍ଦ ରେ ଓ ଶାନ୍ତି ରେ ବାସ କରନ୍ତି, ସମାନେେ ସଦାପ୍ରଭୁଙ୍କର ଗୁଣଗାନ ପର୍ବତ ଶିଖରରୁ ଉଚ୍ଚସ୍ବର ରେ ଗାନ କରନ୍ତୁ।

Isaiah 60:7
କଦରରେ ସମସ୍ତ ମଷେ ତୁମ୍ଭ ନିକଟରେ ଏକତ୍ରୀତ ହବେେ ଓ ନବାଯୋତର ମଷେପଲ ତୁମ୍ଭର ସବୋ କରିବେ। ସମାନେେ ଆମ୍ଭଦ୍ବାରା ଗ୍ରାହ୍ଯ ହାଇେ ଆମ୍ଭ ୟଜ୍ଞବଦେୀ ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ବରୂପ ମନ୍ଦିରକୁ ଭୂଷତ କରିବା।

Jeremiah 2:10
ସାଗର ପାର ହାଇେ କିର୍ତ୍ତୀଯମାନଙ୍କର ଦ୍ବୀପ ସମୂହକୁ ୟାଅ। ଆଉ କଦରକେୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବଚେନା କରି ଦେଖ, ସଠାେ ରେ କହେି ଏପରି କାର୍ୟ୍ଯ କବେେ କରିଅଛି କି ?

Jeremiah 49:28
ବାବିଲର ରାଜା ନବୁଖଦନିତ୍ସର ଦ୍ବାରା ପରାଜିତ କଦେଶର ଓ ହାତ୍ସୋରର ରାଜା ସମୂହ ବିଷଯ ରେ ଏହି ବାର୍ତ୍ତା।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்