Base Word
קְבֵל
Short Definition(adverbially) in front of; usually (with other particles) on account of, so as, since, hence
Long Definition(subst) front
Derivationor קֳבֵל; (Aramaic), (corresponding to H6905
International Phonetic Alphabetk’ɛ̆ˈbel
IPA modkɛ̆ˈvel
Syllableqĕbēl
Dictionkeh-BALE
Diction Modkeh-VALE
Usage+ according to, + as, + because, before, + for this cause, + forasmuch as, + by this means, over against, by reason of, + that, + therefore, + though, + wherefore
Part of speechconj

Ezra 4:14
ଆମ୍ଭମାନେେ ରାଜାଙ୍କ ନିକଟରେ ଅନୁରକ୍ତ ହବୋକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ। ତେଣୁ ଆମ୍ଭମାନେେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ।

Ezra 4:16
ଆମ୍ଭମାନେେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲା, ତଦ୍ବାରା ନଦୀ ସପୋର ରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।

Ezra 6:13
ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।

Ezra 7:14
ଏଜ୍ରା, ମୁଁ ଏବଂ ମାରେ ସାତଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ୟିରୁଶାଲମକୁ ୟିବା ଉଚିତ୍। ପରମେଶ୍ବରଙ୍କର ବ୍ଯବସ୍ଥା ବିଷଯବସ୍ତୁଗୁଡିକରେ ଧ୍ଯାନ ଦବୋ ଉଚିତ୍, ଯେଉଁଥି ରେ ତୁମ୍ଭେ ଜଣେ ବିଜ୍ଞ ଅଟ।

Ezra 7:17
ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ବାରା ବୃଷ, ଅଣ୍ତିରା ମଷେ, ମଷେଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ଯ ଓ ପଯେ ନବୈେଦ୍ଯ କ୍ରଯ କରି ତୁମ୍ଭମାନଙ୍କ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିରର ୟଜ୍ଞବଦେୀ ଉପରେ ଉତ୍ସର୍ଗ କରିବ।

Daniel 2:8
ରାଜା ଉତ୍ତର ଦଇେ କହିଲେ, ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭମାନେେ ଇଚ୍ଛା କରି କାଳବିଳମ୍ବ କରୁଛ କାରଣ ତୁମ୍ଭମାନେେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହାଇୟୋଇଛି।

Daniel 2:10
କଲଦୀଯମାନେ ଉତ୍ତର ଦଇେ କହିଲେ, ପୃଥିବୀ ରେ ଏପରି କୌଣସି ମନୁଷ୍ଯ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ବପ୍ନ ବିଷଯ ପ୍ରକାଶ କରିପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କଲଦୀଯକୁ ଏପରି କଥା ପଗ୍ଭରିନାହାଁନ୍ତି।

Daniel 2:12
ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ବିତ ହାଇେ ବାବିଲର ସକଳ ବିଦ୍ବାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।

Daniel 2:24
ଦାନିୟେଲ ଅରିଯୋକ୍କୁ ଅନୁରୋଧ କଲେ ୟିଏ କି ବାବିଲୀଯ ବିଦ୍ବାନଗଣଙ୍କୁ ବିନାଶ କରିବା ନିମନ୍ତେ ନିୟୁକ୍ତ ହାଇେଥିଲେ, ଦୟାକରି ବାବିଲୀଯ ବିଦ୍ବାନମାନଙ୍କୁ ହତ୍ଯା କରନାହିଁ। ମାେତେ ରାଜାଙ୍କ ଛାମୁକୁ ନଇେ ଗ୍ଭଲ। ମୁଁ ରାଜାଙ୍କର ସ୍ବପ୍ନ ବିଷଯ ରେ କହିବି ଓ ତାହାର ଅର୍ଥ ମଧ୍ଯ ପ୍ରକାଶ କରିବି।

Daniel 2:31
ହେ ମହାରାଜ, ଆପଣ ସ୍ବପ୍ନ ରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶଯ ତଜେୋବନ୍ତ। ସହେି ପ୍ରତିମା ଆପଣଙ୍କ ସମ୍ମୁଖ ରେ ଠିଆ ହେଲା ଓ ତହିଁର ଦୃଶ୍ଯ ଭୟଙ୍କର ଥିଲା।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்