Base Word
צִפּוּי
Short Definitionencasement (with metal)
Long Definitionplating (of metal), metal plating
Derivationfrom H6823
International Phonetic Alphabett͡sˤɪp̚ˈpuːj
IPA modt͡siˈpuj
Syllableṣippûy
Dictiontsip-POO
Diction Modtsee-POO
Usagecovering, overlaying
Part of speechn-m

Exodus 38:17
ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡା ଛଡ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପା ରେ ଛାଉଣୀ ହାଇେଥିଲା। ଏବଂ ଅଗଣାର ଖମ୍ବର ଛଡସବୁ ରୂପା ରେ ତିଆରି ହାଇେଥିଲା।

Exodus 38:19
ତହିଁରେ ପିତ୍ତଳର ଚାରିଟି ସ୍ତମ୍ଭ, ଚାରିଟି ଚୁଙ୍ଗୀ ରୂପାର ଆଙ୍ଗଡା ତା'ର ମୁଣ୍ଡାଳି ରୂପା ରେ ଛାଉଣୀ ହାଇେଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା।

Numbers 16:38
ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ୟଜ୍ଞବଦେୀର ଆଚ୍ଛାଦକ ନିମନ୍ତେ ବ୍ଯବହୃତ ହେଉ। ଏହିସବୁ ଇଶ୍ରାୟେଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ବରୂପ ହବେ।

Numbers 16:39
ତେଣୁ ଇଲୀଯାସର ସହେି ଦଗ୍ଧ ଲୋକମାନଙ୍କର କଂସାର ଅଙ୍ଗାରଧାନୀ ଏକତ୍ରିତ କଲା। ସମାନେେ ୟଜ୍ଞବଦେୀର ଧାତୁ ଆଚ୍ଛାଦକ ରୂପେ ଏହାକୁ ପିଟି କଲେ।

Isaiah 30:22
ତୁମ୍ଭମାନଙ୍କର ରେ ୗପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦଇେଛନ୍ତି। ମାତ୍ର ତୁମ୍ଭମାନେେ ସହେି ମିଥ୍ଯା ପ୍ରଭୁଙ୍କୁ ଆଉ ସବୋ କରିବ ନାହିଁ। ଆଉ ତୁମ୍ଭମାନେେ ସଗେୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ଯ ଫିଙ୍ଗି ଦବେ ଏବଂ କହିବ ଏଠାରୁ ବାହାରି ୟାଅ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்