Base Word
צָמָא
Short Definitionthirst (literally or figuratively)
Long Definitionthirst
Derivationfrom H6770
International Phonetic Alphabett͡sˤɔːˈmɔːʔ
IPA modt͡sɑːˈmɑːʔ
Syllableṣāmāʾ
Dictiontsaw-MAW
Diction Modtsa-MA
Usagethirst(-y)
Part of speechn-m

Exodus 17:3
କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୁଷାର୍ତ୍ତ ଥିଲେ। ତେଣୁ ସମାନେେ ମାଶାଙ୍କେୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ'ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠା ରେ ମରିବା ପାଇଁ?

Deuteronomy 28:48
ତେଣୁ ସଦାପ୍ରଭୁ ଯେଉଁ ଶତୃମାନଙ୍କୁ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପଠାଇବେ, ତୁମ୍ଭେ କ୍ଷକ୍ସ୍ଟଧା ରେ ଓ ତୃଷା ରେ ଓ ଉଲଙ୍ଗତା ରେ ଏବଂ ସବୁପ୍ରକାର ଅଭାବରେ ସମାନଙ୍କେର ଦାସକର୍ମ କରିବ। ଆଉ ଶତୃ ତୁମ୍ଭକୁ ବିନଷ୍ଟ କରିବା ୟାଏ ତକ୍ସ୍ଟମ୍ଭ କାନ୍ଧ ରେ ଲକ୍ସ୍ଟହାର ଜକ୍ସ୍ଟଆଳି ଦବେ।

Judges 15:18
ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।

2 Chronicles 32:11
ହିଜକିଯ ତୁମ୍ଭମାନଙ୍କୁ ପ୍ରତାରଣା କରୁଅଛି। ତୁମ୍ଭମାନେେ ଯେପରି କ୍ଷୁଧା ଓ ତୃଷା ରେ ମୃତ୍ଯୁବରଣ କରିବ ; ଏଥିନିମନ୍ତେ ତୁମ୍ଭମାନଙ୍କୁ କୌଶଳକ୍ରମେ ୟିରୁଶାଲମ ରେ ରଖାଯାଉଅଛି। ହିଜକିଯ ତୁମ୍ଭଙ୍କୁ କ ହେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କୁ ଅଶୂରର ରାଜାର ହସ୍ତରୁ ରକ୍ଷା କରିବେ।

Nehemiah 9:15
ସମାନଙ୍କେ କ୍ଷୁଧା ନିବାରଣ ନିମନ୍ତେ ତୁମ୍ଭେ ସମାନଙ୍କେୁ ସ୍ବର୍ଗରୁ ଖାଦ୍ୟ ଦଲେ। ସମାନଙ୍କେ ତୃଷାପାଇଁ ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ। ତୁମ୍ଭେ 'ଆଜ୍ଞା ଦଲେ, ୟାଅ, ଭୂମିକୁ ଦିଅ,' ଯେଉଁଟାକି ତୁମ୍ଭେ ସମାନଙ୍କେୁ ଦବୋ ପାଇଁ ଶପଥ କରିଥିଲ।

Nehemiah 9:20
ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ପାଇଁ ଆପଣାର ମଙ୍ଗଳମଯ ଆତ୍ମା ପ୍ରଦାନ କଲ। ତୁମ୍ଭେ ସମାନଙ୍କେଠାରୁ ତୁମ୍ଭର ମାନ୍ନା ଛଡାଇ ନଲେ ନାହିଁ। ସମାନଙ୍କେର ତୃଷ୍ନା ନିବାରଣାର୍ଥେ ସମାନଙ୍କେୁ ଜଳ ଦଲେ।

Psalm 69:21
ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।

Psalm 104:11
ଏହି ଜଳ ବନ୍ଯ ପଶୁଗଣକୁ ଜଳ ୟୋଗାଏ। ବନ୍ଯ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।

Isaiah 5:13
ସଦାପ୍ରଭୁ କୁହନ୍ତି, "ସମାରସଲାକମାଲନ ନିର୍ବାସିତ ହୁଅନ୍ତି। କାରଣସସମାଲନସମାଲତ ଜାଣୁନାହାନ୍ତି। ଇଶ୍ରାଲୟଲରସକଲତକ ବ୍ଯକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତସବାଲି ବିବଲଚିତ ହୁଅନ୍ତି। ମାତ୍ର,ସସହି ସମ୍ଭ୍ରାନ୍ତ ବ୍ଯକ୍ତିମାଲନସଭାକିଲା ଥିଲବ ଏବଂସଯଉଁମାଲନ ସାଧାରଣ ଜୀବନସର ବସବାସ କରନ୍ତି, ଅତ୍ଯନ୍ତ ତୃଷାର୍ତ୍ତସହଲବ।

Isaiah 41:17
ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ବଷେଣ କରନ୍ତି, ମାତ୍ର ସମାନେେ ଜଳ ପାଆନ୍ତି ନାହିଁ। ସମାନଙ୍କେର ଜିହ୍ବା ତୃଷ୍ଣା ରେ ଶୁଖିୟାଏ। ଆମ୍ଭେ ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦବୋ। ଆମ୍ଭେ ଇଶ୍ରାୟେଲ ପରମେଶ୍ବର ସମାନଙ୍କେୁ ତ୍ଯାଗ କରିବା ନାହିଁ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்